A A A A A

मठ के संकेत: [नंबर ୧୦]


१ राजा ୭:୨୩
"ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ ସମୁଦ୍ର।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।"

गिनती ୧୧:୧୧
"ତହୁଁ ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମାେ ଉପରେ କୋର୍ଧ ଦଖାେଉଛ? କାହିଁକି ଆପଣା ମାେ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?"

व्यवस्था विवरण ୧:୧୧
"ତୁମ୍ଭମାନେେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ବର ତୁମ୍ଭମାନଙ୍କୁ ସହସ୍ରଗକ୍ସ୍ଟଣ କରନ୍ତକ୍ସ୍ଟ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ସହେିପରି ଆଶୀର୍ବାଦ କରନ୍ତକ୍ସ୍ଟ।"

लैव्यव्यवस्था ୨୦:୧୩
"ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀ ଲୋକ ପରି ୟୌନ ସଂପର୍କ ରେଖ, ତବେେ ସମାନେେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସମାନେେ ମୃତ୍ଯୁଦଣ୍ଡ ପାଇବା ଉଚିତ୍। ସମାନେେ ସମାନଙ୍କେର ଅପରାଧ ବହନ କରିବେ।"

१ कुरिन्थियों ୬:୯-୧୧
[୯] "ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।"[୧୦] " ଯେଉଁମାନେ ୟୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ଯଭିଚାରୀ, ସମଲିଙ୍ଗୀ, ସ୍ବାର୍ଥପର, ଚୋର, ମଦୁଆ, ପରନିନ୍ଦକ ଓ ଠକୁଆ, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହବେେ ନାହିଁ।"[୧୧] "ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।"

१ कुरिन्थियों ୧୦:୧୩
"କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।"

रोमियों ୧:୨୦
"ପରମେଶ୍ବରଙ୍କ ବିଷୟ ରେ କେତକେ ତଥ୍ଯ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ବରତ୍ବ ତାହାଙ୍କୁ ପରମେଶ୍ବର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସଗେୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରା ଯାଇଛି। ଏଗୁଡ଼ିକ ପରମେଶ୍ବର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହାଇେ ଥାଏ। ସେଥିପାଇଁ ମନ୍ଦ କାର୍ୟ୍ଯ କରିବା ପାଇଁ ଲୋକମାନଙ୍କ ପାଖ ରେ କୌଣସି ବାହାନା ନାହିଁ।"

फिलिप्पियों ୪:୧୯
"ପରମେଶ୍ବର ସଗେୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନ ରେ ମାେ ପରମେଶ୍ବର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ଯକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତାଙ୍କ ଧନର ବ୍ଯବହାର କରିବେ।"

भजन संहिता ୫୫:୨୨
"ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦଇଦେିଅ, ତହିଁରେ ସେ ତୁମ୍ଭର ଯତ୍ନ ନବେେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହବୋକୁ ଦବେେ ନାହିଁ।"

२ तीमुथियुस ୩:୧୬
"ସବୁ ଶାସ୍ତ୍ର ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପ ଯୋଗୀ ଅଟେ।"

लूका ୨୩:୩୪
"ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।"

उत्पत्ति ୧:୩୧
"ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।"

भजन संहिता ୧୦୪:୯
"ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ୟପରେିକି ସମାନେେ ତାହା ଅତିକ୍ରମ କରିପାରିବେ ନାହିଁ। ଜଳରାଶି କବେେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରିପାରିବ ନାହିଁ।"

उत्पत्ति ୬:୧୨
"ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।"

उत्पत्ति ୭:୨୦
"ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚ଼ଢ଼ି ରହିଲା।"

उत्पत्ति ୮:୫-୯
[୫] "ଏହିପରି ଦଶମମାସ ପର୍ୟ୍ଯନ୍ତ ଜଳ କ୍ରମଶଃ କମିଲା। ସହେି ଦଶମ ମାସର ପ୍ରଥମ ଦିନ ରେ ପର୍ବତଗଣର ଶୃଂଗ ଦଖାଗେଲା।"[୬] "ଏହାପରେ ଆହୁରି ଚ଼ାଳିଶ ଦିନ ୟିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ।"[୭] "ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।"[୮] "ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।"[୯] "ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।"

उत्पत्ति ୯:୧୧
"ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।"

व्यवस्था विवरण ୧୧:୧୧
"ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମଯ ଦେଶ ପକ୍ସ୍ଟଣି ତାହା ଆକାଶରକ୍ସ୍ଟ ବୃଷ୍ଟିଜଳ ପାନ କରେ।"

लूका ୧୧:୧୧
"ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ'ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳ ରେ ସାପଟିଏ ଦିଏ କି? ନା, ତୁମ୍ଭମାନେେ ତାକୁ ମାଛ ଦବେ।"

गिनती ୧:୧୧
"ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।"

यहोशू ୧:୧୧
"ଛାଉଣୀ ମଧ୍ଯ ଦଇେ ୟାଅ ଓ ଲୋକମାନଙ୍କୁ କକ୍ସ୍ଟହ, ତୁମ୍ଭମାନେେ ଆପଣାମାନଙ୍କ ପାଇଁ 'ୟଥେଷ୍ଟ ସାମଗ୍ରୀ ପ୍ରସ୍ତକ୍ସ୍ଟତ କର। ତିନିଦିନ ମଧିଅରେ ଆମ୍ଭକକ୍ସ୍ଟ ୟର୍ଦ୍ଦନ ନଦୀ ପାର ହାଇେ ୟିବାକକ୍ସ୍ଟ ହବେ। ଆମ୍ଭମାନେେ ୟିବକ୍ସ୍ଟ ଏବଂ ସହେି ଦେଶ ଅଧିକାର କରିବକ୍ସ୍ଟ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି।'"

१ कुरिन्थियों ୬:୯
"ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।"

यूहन्ना ୧:୮
"ଯୋହନ ନିଜେ ଆଲୋକ ନଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟ ରେ କହିବା ପାଇଁ ଆସିଥିଲେ।"

गिनती ୧୦:୨୯
"ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।"

Odia Bible 1840
Public Domain: Odia 1840