A A A A A

मठ के संकेत: [नंबर ୮]


प्रकाशित वाक्य ୧୩:୧୮
"ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ଯାର ଅର୍ଥକୁ ଠିକରୂପେ ଦଇପୋରିବ। ଏଥିପାଇଁ ବୁଦ୍ଧି ଆବଶ୍ଯକ କାରଣ ଏହିସଂଖ୍ଯା ଗୋଟିଏ ମନୁଷ୍ଯର ସଂଖ୍ଯା। ତାହାର ସଂଖ୍ଯା ହେଉଛି 666।"

व्यवस्था विवरण ୬:୪
" ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।"

लैव्यव्यवस्था ୨୦:୧୩
"ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀ ଲୋକ ପରି ୟୌନ ସଂପର୍କ ରେଖ, ତବେେ ସମାନେେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସମାନେେ ମୃତ୍ଯୁଦଣ୍ଡ ପାଇବା ଉଚିତ୍। ସମାନେେ ସମାନଙ୍କେର ଅପରାଧ ବହନ କରିବେ।"

१ कुरिन्थियों ୬:୯-୧୧
[୯] "ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।"[୧୦] " ଯେଉଁମାନେ ୟୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ଯଭିଚାରୀ, ସମଲିଙ୍ଗୀ, ସ୍ବାର୍ଥପର, ଚୋର, ମଦୁଆ, ପରନିନ୍ଦକ ଓ ଠକୁଆ, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହବେେ ନାହିଁ।"[୧୧] "ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।"

प्रकाशित वाक्य ୧୧:୨-୩
[୨] "କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।"[୩] "ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।"

लैव्यव्यवस्था ୨୦:୨୭
" ଯେଉଁ ପୁରୁଷ ବା ସ୍ତ୍ରୀ ଭୁତୁଡିଆ ବା ଗୁଣିଆ ହବେ ସମାନେେ ନିଶ୍ଚଯ ହତ ହବେେ। ଲୋକମାନେ ସମାନଙ୍କେୁ ପଥର ଫିଙ୍ଗି ବଧ କରିବେ। ସମାନେେ ନିଶ୍ଚିତ ନିହତ ହବେେ।"

व्यवस्था विवरण ୧୮:୧୦-୧୨
[୧୦] "ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।"[୧୧] "ମାହେକ, ଭୂତକ୍ସ୍ଟଡିଯା, ଗକ୍ସ୍ଟଣୀ କି ପ୍ ରତେ ପରାମର୍ଶୀ ଲୋକ ତକ୍ସ୍ଟମ୍ଭ ମଧିଅରେ କହେି ଯେପରି ଦଖାୟିବେ ନାହିଁ।"[୧୨] "କାରଣ ଏପରି କର୍ମ ୟିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସହେି ଘୃଣ୍ଯକର୍ମ ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଉଛନ୍ତି।"

२ राजा ୨୧:୬
"ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।"

मीका ୫:୧୨
"ତୁମ୍ଭମାନେେ ଆଉ କୁହୁଳ ବିଦ୍ଯା ଦଖାଇେ ପାରିବ ନାହିଁ କି ଜ୍ଯୋତିଷ ପରି ଭବିଷ୍ଯତବାଣୀ ଶୁଣାଇ ପାରିବ ନାହିଁ।"

यशायाह ୪୭:୧୨
"ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।"

प्रेरितों के काम ౮:౧౧-౨౪
[౧౧] "ଶିମାନେ ଲୋକମାନଙ୍କୁ ବହୁତ ସମୟ ପର୍ୟ୍ଯନ୍ତ ଯାଦୁ ବିଦ୍ଯା ରେ ମୁଗ୍ଧ କରିପାରୁଥିବା କଥା ସମସ୍ତେ ଶୁଣିଲେ।"[౧౨] "କିନ୍ତୁ ଯେତବେେଳେ ସମାନେେ ଫିଲିପ୍ପଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଓ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତବେେଳେ ସମାନେେ ଫିଲିପ୍ପଙ୍କ କଥା ରେ ବିଶ୍ବାସ କରି ବାପ୍ତିଜିତ ହେଲେ।"[౧౩] "ଶିମାନେ ନିଜେ ମଧ୍ଯ ଏହା ବିଶ୍ବାସ କଲେ ଓ ବାପ୍ତିଜିତ ହାଇେ ଫିଲିପ୍ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ୟ୍ଯପୂର୍ଣ୍ଣ କାର୍ୟ୍ଯ ଓ ଚ଼ିହ୍ନମାନ ଦେଖି ବିସ୍ମିତ ହେଲେ।"[౧౪] "ପ୍ ରରେିତମାନେ ୟିରୂଶାଲମ ରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ବରଙ୍କ ବାକ୍ଯ ଗ୍ରହଣ କରିଛନ୍ତି। ତେଣୁ ସମାନେେ ପିତର ଓ ଯୋହନଙ୍କୁ ସମାନଙ୍କେ ପାଖକୁ ପଠାଇଲେ।"[౧౫] "ପିତର ଓ ଯୋହନ ସଠାେରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରି ପାରିବେ।"[౧౬] "ସମାନେେ କବଳେ ପ୍ରଭୁ ଯୀଶୁଙ୍କ ନାମ ରେ ବାପ୍ତିଜିତ ହାଇେଥିଲେ। କିନ୍ତୁ ସେ ପର୍ୟ୍ଯନ୍ତ କାହା ଉପରେ ପବିତ୍ର ଆତ୍ମା ଅଧିଷ୍ଠିତ ହାଇେ ନଥିଲେ।"[౧౭] "ତା'ପରେ ପ୍ ରରେିତମାନେ ଲୋକମାନଙ୍କ ଉପରେ ନିଜ ହୀତ ରଖିବାରୁ ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ।"[౧౮] "ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,"[౧౯] "ମାେତେ ମଧ୍ଯ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ର ଆତ୍ମା ପାଇପାରିବ।"[౨౦] "ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।"[౨౧] "ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।"[౨౨] "ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହାଇେ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ବର ତୁମ୍ଭର ହୃଦୟ ରେ ଥିବା ପାପ ଚ଼ିନ୍ତାକୁ କ୍ଷମା କରିପାରନ୍ତି।"[౨౩] "ମୁଁ ଦେଖୁଛି, ତୁମ୍ଭ ମନ ରେ ତିକ୍ତତା ପୁରି ରହିଛ ଓ ପାପ ତୁମ୍ଭ ଉପରେ କତ୍ତୃର୍ତ୍ବ କରୁଛି।"[౨౪] "ଶିମାନେ ଉତ୍ତର ଦଲୋ, ତୁମ୍ଭେ କହିଥିବା କୌଣସି କଥା ଯେପରି ମାେ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁ ହେଁ ମାେ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।"

उत्पत्ति ୧:୨୪-୩୧
[୨୪] "ଏହାପରେ ପରମେଶ୍ବର କହିଲେ, ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ ରଣେୀ ଅନୁସାରେ ବନ୍ଯଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ। ଏହାପରେ ସହେିପରି ହେଲା।"[୨୫] "ଏହିପରି ପରମେଶ୍ବର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟିକେଲ। ପରମେଶ୍ବର ସମସ୍ତ ଜିବୀତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରେତ୍ୟକକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।"[୨୬] "ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।"[୨୭] "ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।"[୨୮] "ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।"[୨୯] "ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜ ଉତ୍ପାଦକ ଗଛ ଦେଉଛି ଏବଂ ପ୍ରେତ୍ୟକକ ଗଛ ଯାହାର ଫଳ ମଧିଅରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହବେ।"[୩୦] "ସମସ୍ତ ଚ଼ାରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦଲେି, ଆକାଶ ରେ ଉଡ଼ୁଥିବା ପ୍ରେତ୍ୟକକ ପକ୍ଷୀ, ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ଏବଂ ପ୍ରେତ୍ୟକକ ଜୀବନ୍ତ ଏବଂ ନିଶ୍ବାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦଲେି। ଏବଂ ଏହିପରି ହେଲା।"[୩୧] "ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।"

१ कुरिन्थियों ୬:୯
"ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।"

यूहन्ना ୧:୮
"ଯୋହନ ନିଜେ ଆଲୋକ ନଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟ ରେ କହିବା ପାଇଁ ଆସିଥିଲେ।"

प्रकाशित वाक्य ୪:୬-୮
[୬] "ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।"[୭] "ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ବିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ଯର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।"[୮] "ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :"

उत्पत्ति ୩:୧୫
"ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।"

प्रकाशित वाक्य ୧୩:୫
"ସହେି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବଯାଳିଶମାସ ପର୍ୟ୍ଯନ୍ତ ତା'ର କ୍ଷମତା ପ୍ରଯୋଗ କରିବା ପାଇଁ ଅନୁମତି ଦିଆଗଲା।"

निर्गमन ୭:୧୧
"ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସମାନେେ ମଧ୍ଯ ହାରୋଣଙ୍କ ପରି ତାଙ୍କ ଗୁପ୍ତ ୟାଦୁ ବିଦ୍ଯା ପ୍ରଯୋଗ କରି ଆଶାବାଡିକୁ ସର୍ପରେ ପରିଣତ କରି ଦେଲେ।"

Odia Bible 1840
Public Domain: Odia 1840