A A A A A

मठ के संकेत: [नंबर ୫]


प्रकाशित वाक्य 13:5-18
[5] "ସହେି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବଯାଳିଶମାସ ପର୍ୟ୍ଯନ୍ତ ତା'ର କ୍ଷମତା ପ୍ରଯୋଗ କରିବା ପାଇଁ ଅନୁମତି ଦିଆଗଲା।"[6] "ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।"[7] "ତାହାକୁ ପରମେଶ୍ବରଙ୍କ ପବିତ୍ ରେଲାକ ବିରୁଦ୍ଧ ରେ ୟୁଦ୍ଧ କରି ସମାନଙ୍କେୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।"[8] "ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।"[9] "ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍।"[10] "ଯେଉଁ ବ୍ଯକ୍ତିର ବନ୍ଦୀ ହବୋର ଅଛି, ତବେେ ସେ ବନ୍ଦୀ ହବେ। ଯେଉଁ ବ୍ଯକ୍ତିର ମୃତ୍ଯୁ ଖଣ୍ଡା ଦ୍ବାରା ହବୋର ଅଛି, ତବେେ ସେ ଲୋକ ଖଣ୍ଡା ରେ ମୃତ୍ଯୁବରଣ କରିବ। ଏହି ସମୟରେ, ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ର୍ଧୈୟ୍ଯ ଓ ବିଶ୍ବାସ ରହିବା ଉଚିତ।"[11] "ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମଷେ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।"[12] "ଏହି ପଶୁ ପ୍ରଥମପଶୁ ସାମନା ରେ ଠିଆ ହେଲା ଓ ପ୍ରଥମପଶୁଠା ରେ ଥିବା ସମସ୍ତ କ୍ଷମତା ଭଳି କ୍ଷମତା ବ୍ଯବହାର କଲା। ସେ ପ୍ରଥମପଶୁକୁ ପୂଜା କରିବା ପାଇଁ ସମଗ୍ର ପୃଥିବୀବାସୀଙ୍କୁ ବାଧ୍ଯ କଲା। ସହେି ପ୍ରଥମପଶୁର ମାରାତ୍ମକ କ୍ଷତ ସୁସ୍ଥ ହାଇଯୋଇଥିଲା।"[13] "ଏହି ଦ୍ବିତୀୟ ପଶୁ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରେ। ଲୋକମାନେ ଦେଖୁଥିଲା ବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।"[14] "ଦ୍ବିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାେଏ। ସେ ଯେଉଁ କ୍ଷମତା ପାଇଥିଲା, ତା ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହି ସବୁ ଆଶ୍ଚର୍ୟ୍ଯକର୍ମମାନ କଲେ। ଦ୍ବିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦବୋ ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦଲୋ। ଏହି ପଶୁ ଖଣ୍ଡା ରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା।"[15] "ଦ୍ବିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦବୋ ପାଇଁ କ୍ଷମତା ଦିଆ ଯାଇଥିଲା। ତା'ପରେ ସହେି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସମାନଙ୍କେୁ ମୃତ୍ଯୁଦଣ୍ଡର ଆଦେଶ ଦବେ।"[16] "ଦ୍ବିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ବାଧୀନ ଓ ପରାଧୀନ ନିର୍ବିଶଷେ ରେ ସମସ୍ତଙ୍କୁ ସମାନଙ୍କେ ଦକ୍ଷିଣ ହାତ ରେ କିମ୍ବା ସମାନଙ୍କେ କପାଳ ରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ଯ କଲା।"[17] "ଯେଉଁ ମନୁଷ୍ଯ ସହେି ପଶୁର ନାମ କିମ୍ବା ତାହାର ନାମର ସଂଖ୍ଯା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରିପାରିବ ନାହିଁ।"[18] "ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ଯାର ଅର୍ଥକୁ ଠିକରୂପେ ଦଇପୋରିବ। ଏଥିପାଇଁ ବୁଦ୍ଧି ଆବଶ୍ଯକ କାରଣ ଏହିସଂଖ୍ଯା ଗୋଟିଏ ମନୁଷ୍ଯର ସଂଖ୍ଯା। ତାହାର ସଂଖ୍ଯା ହେଉଛି 666।"

मत्ती 19:9
"ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ଅନ୍ୟଜଣେ ସ୍ତ୍ରୀ ଲୋକକୁ ବିବାହ କରେ, ତବେେ ସେ ବ୍ଯଭିଚ଼ାର ପାପରେ ଦୋଷୀ ସାବ୍ଯସ୍ତ ହୁଏ। ଯଦି ପ୍ରଥମେ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ୟୌନ-ସମ୍ପର୍କ ରହିଥାଏ, ସହେି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପୁଣି ଥରେ ବିବାହ କରି ପାରିବ।"

प्रकाशित वाक्य ୧୧:୨-୩
[୨] "କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।"[୩] "ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।"

मत्ती ୫:୩୨
"କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।"

२ तीमुथियुस ୩:୧୬
"ସବୁ ଶାସ୍ତ୍ର ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପ ଯୋଗୀ ଅଟେ।"

प्रकाशित वाक्य ୪:୬-୮
[୬] "ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।"[୭] "ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ବିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ଯର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।"[୮] "ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :"

गिनती ୫:୧୧-୩୧
[୧୧] "ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"[୧୨] "ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସୀ ମନୁଷ୍ଯର ସ୍ତ୍ରୀ ଯବେେ ବିପଥଗାମିନୀ ହାଇେ ତାହା ବିରୁଦ୍ଧ ରେ ସତ୍ଯ ଲଘଂନ କରେ,"[୧୩] "ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା'ର ସ୍ବାମୀର ଦୃଷ୍ଟି ଅଗୋଚର ରେ ଦୈହିକ ସଂପର୍କ ରେଖ। ସେ ଯଦି ସେ କଳୁଷିତ ହାଇେଥାଏ, ତା ବିରୁଦ୍ଧ ରେ କହେି ସାକ୍ଷୀ ନଥାଏ କିମ୍ବା ସେ କର୍ମ ବେଳେ ଧରା ପଡିନଥାଏ,"[୧୪] "ଆଉ ଯବେେ ତା'ର ସ୍ବାମୀ ସନ୍ଦହେ କରେ, ଯେତବେେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦହେ କରେ ଯେତବେେଳେ ସେ କଳୁଷିତ କର୍ମ କରିନଥାଏ।"[୧୫] "ତବେେ ସହେି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥି ରେ ସଂୟୋଗ କରିବ ନାହିଁ, କାରଣ ତାହା ଇର୍ଷାର ଶସ୍ଯ ନବୈେଦ୍ଯ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରାଗଲା।"[୧୬] "ତା'ପରେ ଯାଜକ ସେ ସ୍ତ୍ରୀଲୋକକୁ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା କରାଇବ।"[୧୭] "ଯାଜକ ଗୋଟିଏ ମାଟି ପାତ୍ର ରେ ପବିତ୍ର ଜଳ ନବେ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନଇେ ପାଣି ରେ ପକାଇବ।"[୧୮] "ତହୁଁ ଯାଜକ ସହେି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରିବ ଓ ସହେି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସହେି ଭକ୍ଷ୍ଯ ନବୈେଦ୍ଯ, ଅର୍ଥାତ୍ ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ଯାହା ତା'ର ଦୋଷକୁ ଅନାବୃତ କରେ, ତାହାର ହସ୍ତ ରେ ଦବେ; ପୁଣି ଯାଜକ ଆପଣା ହସ୍ତ ରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ।"[୧୯] "ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।"[୨୦] "ମାତ୍ର ଯବେେ ତୁମ୍ଭେ ସ୍ବାମୀଙ୍କ ବିବାହ କରିବା ବେଳେ ବିପଥଗାମିନୀ ହାଇେଥାଅ ଓ ସ୍ବାମୀକୁ ଛାଡି ଅନ୍ୟ ପୁରୁଷ ସହିତ ଶଯନ କରିଥାଅ, ତବେେ ତୁମ୍ଭେ କଳୁଷିତ ହାଇେଛ।"[୨୧] "ତଦନନ୍ତର ଯାଜକ ସେ ସ୍ତ୍ରୀକୁ ଅଭିଶାପର ଶପଥ କରାଇବ।"[୨୨] "ତହିଁରେ 'ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ୟିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡିୟିବାର କାରଣ ହବେ, ଏବଂ ସହେି ସ୍ତ୍ରୀ କହିବ ଆମେନ୍! ଆମେନ୍!"[୨୩] "ତା'ପରେ ଯାଜକ ସହେି ଅଭିଶାପଗୁଡିକ ଏକ ନଳାକାର ପୁସ୍ତକରେ ଲେଖିବ ଏବଂ ସହେି ଶାପଗୁଡିକ ପାଣି ରେ ଧୋଇଦବେ।"[୨୪] "ତା'ପରେ ଯାଜକ ସହେି ସ୍ତ୍ରୀକୁ ଶାପଜନକ ତିକ୍ତଜଳ ପିଆଇବ। ତହିଁରେ ସହେି ଶାପଜନକ ତିକ୍ତଜଳ ତା'ର ଉଦର ରେ ପ୍ରବେଶକରିବ ଏବଂ କଷ୍ଟ ଦବୋର କାରଣ ହବେ, ଯଦି ସେ ଦୋଷୀ।"[୨୫] "ଆଉ ଯାଜକ ସହେି ସ୍ତ୍ରୀର ହସ୍ତରୁ ସହେି ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉଠାଇବ, ଏବଂ ବଦେୀ ଉପରକୁ ଆଣିବ।"[୨୬] "ତହୁଁ ଯାଜକ ସହେି ଭକ୍ଷ୍ଯ ନବୈେଦ୍ଯରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନଇେ ବଦେି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତା ରେ ସହେି ସ୍ତ୍ରୀକୁ ସହେି ଜଳ ପାନ କରାଇବ।"[୨୭] "ଯବେେ ସହେି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା'ର ସ୍ବାମୀ ପ୍ରତି ଅବିଶ୍ବସ୍ତ ହାଇେଥାଏ, ତବେେ ସହେି ଶାପଜନକ ଜଳ ତାହା ମଧିଅରେ ପ୍ରବେଶ କରି ୟନ୍ତ୍ରଣା ଦବେ। ତାହାର ପ୍ରଜନନ ଅଗଂ ଫୁଲିବ ଏବଂ ଓହଳି ପଡିବ। ଆଉ ସହେି ସ୍ତ୍ରୀ ଆପଣା ଲୋକଙ୍କ ମଧିଅରେ ଶାପ ସ୍ବରୂପ ହବେ।"[୨୮] "କିନ୍ତୁ ଯଦି ସହେି ସ୍ତ୍ରୀ ଅସତ୍ଯ ବ୍ଯବହାର ନକରିଥାଏ କିନ୍ତୁ ପବିତ୍ର, ତବେେ ସହେି ଅଭିଶାପରୁ ମୁକ୍ତ ହବେ ଏବଂ ଗର୍ଭଧାରଣ କରିବ।"[୨୯] "ଏହା ଇର୍ଷାଜନକ ବ୍ଯବସ୍ଥା, ଯଥା: ସ୍ତ୍ରୀ ସ୍ବାମୀର ଅଧୀନ ରେ ଥାଉ ଥାଉ ବିପଥଗାମୀ ହାଇେ ଅଶୁଚି ହେଲେ।"[୩୦] "ଯଦି ଜଣେ ମନୁଷ୍ଯ ଏହି ବିଷଯ ରେ ତା'ର ସ୍ତ୍ରୀକୁ ସନ୍ଦହେ କରେ, ସେ ସହେି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବ, ପୁଣି ଯାଜକ ସହେି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ଯବସ୍ଥା ପାଳନ କରିବ।"[୩୧] "ତହିଁରେ ସହେି ପୁରୁଷ ଅପରାଧରୁ ମୁକ୍ତ ହବେ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।"

१ राजा ୭:୨୩
"ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ ସମୁଦ୍ର।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।"

व्यवस्था विवरण ୬:୪
" ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।"

मलाकी ୩:୧୦
"ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ ରେ ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭମାନେେ ଏହି କାର୍ୟ୍ଯ କର, ଆମ୍ଭେ ଆକାଶର ଝରକାସବୁ ଖାଲିଦେବୋ ଏବଂ ତୁମ୍ଭେ ଉପ ରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭମାନେେ ଲାଭ କରିବ।"

भजन संहिता ୧୦୪:୯
"ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ୟପରେିକି ସମାନେେ ତାହା ଅତିକ୍ରମ କରିପାରିବେ ନାହିଁ। ଜଳରାଶି କବେେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରିପାରିବ ନାହିଁ।"

उत्पत्ति ୬:୧୨
"ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।"

उत्पत्ति ୭:୨୦
"ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚ଼ଢ଼ି ରହିଲା।"

उत्पत्ति ୮:୫-୯
[୫] "ଏହିପରି ଦଶମମାସ ପର୍ୟ୍ଯନ୍ତ ଜଳ କ୍ରମଶଃ କମିଲା। ସହେି ଦଶମ ମାସର ପ୍ରଥମ ଦିନ ରେ ପର୍ବତଗଣର ଶୃଂଗ ଦଖାଗେଲା।"[୬] "ଏହାପରେ ଆହୁରି ଚ଼ାଳିଶ ଦିନ ୟିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ।"[୭] "ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।"[୮] "ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।"[୯] "ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।"

उत्पत्ति ୯:୧୧
"ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।"

उत्पत्ति ୧:୩୧
"ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।"

उत्पत्ति ୩:୧୫
"ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।"

१ कुरिन्थियों ୧୦:୧୩
"କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।"

निर्गमन ୨୦:୧୩
"ତୁମ୍ଭେ ନରହତ୍ଯା କରିବ ନାହିଁ।"

Odia Bible 1840
Public Domain: Odia 1840