A A A A A

जिंदगी: [जानवरों]


उत्पत्ति ୧:୨୧
"ତେଣୁ ପରମେଶ୍ବର ନିଜ ନିଜ ଜାତି ପ୍ରକା ରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ ଯେଉଁମାନେ ସମୁଦ୍ର ରେ ରହନ୍ତି। ପରମେଶ୍ବର ଆକାଶ ରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ବର ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।"

उत्पत्ति ୧:୩୦
"ସମସ୍ତ ଚ଼ାରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦଲେି, ଆକାଶ ରେ ଉଡ଼ୁଥିବା ପ୍ରେତ୍ୟକକ ପକ୍ଷୀ, ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ଏବଂ ପ୍ରେତ୍ୟକକ ଜୀବନ୍ତ ଏବଂ ନିଶ୍ବାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦଲେି। ଏବଂ ଏହିପରି ହେଲା।"

याकूब ୩:୭
"ଜିହ୍ବା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରେତ୍ୟକକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପା ରେ ଓ କରିଛି ମଧ୍ଯ।"

यिर्मयाह ୮:୭
"ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିଯମ ଜାଣନ୍ତି ନାହିଁ।"

अय्यूब ୩୫:୧୧
"ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'"

लूका ୩:୬
"ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପରିତ୍ରାଣ ବିଷୟ ରେ ଜାଣିବେ।'ୟିଶାଇୟ 40:3-5"

लूका ୧୨:୨୪
"ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।"

मत्ती ୬:୨୬
"ଆକାଶର ପକ୍ଷୀମାନଙ୍କୁ ଦେଖ ସମାନେେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ। ଅମାର ରେ ଖାଦ୍ୟ ଶସ୍ଯ ବି ଜମଇେ ରଖନ୍ତି ନାହିଁ। ତଥାପି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ସମାନଙ୍କେୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣଛ ଯେ ତୁମ୍ଭମାନେେ ସମାନଙ୍କେ ଅପେକ୍ଷା ଅଧିକ ଶ୍ ରେଷ୍ଠ ଅଟ?"

नीतिवचन ୧୨:୧୦
"ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।"

भजन संहिता ୧୦୪:୨୧
"ୟୁବା ସିଂହଗଣ ମୃଗଯା ଚେଷ୍ଟାରେ ଗର୍ଜ୍ଜନ କରନ୍ତି। ସତେ ୟପରେି ସମାନେେ ପରମେଶ୍ବରଙ୍କଠାରୁ ଆହାର ଲୋଡ଼ନ୍ତି।"

उत्पत्ति ୨:୧୯-୨୦
[୧୯] "ସଦାପ୍ରଭୁ ପରମେଶ୍ବର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶ ରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ବର ସମସ୍ତଙ୍କୁ ମନୁଷ୍ଯ ନିକଟକୁ ଦଖାଇବୋକୁ ଆଣିଲେ। ସହେି ମନୁଷ୍ଯ ସମାନଙ୍କେୁ କଣ କହି ଡ଼ାକିବ, ଏହା ଜାଣିବା ପାଇଁ। ସହେି ସୃଷ୍ଟି ପ୍ରାଣୀଙ୍କୁ ସେ ଯାହା କହି ଡ଼ାକିଲା, ତାହା ସମାନଙ୍କେର ନାମ ହେଲା।"[୨୦] "ମନୁଷ୍ଯ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶ ରେ ଉଡୁଥିବା ପକ୍ଷୀ ଏବଂ ପ୍ରେତ୍ୟକକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନଥିଲେ।"

उत्पत्ति ୯:୨-୩
[୨] "ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।"[୩] "ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।"

उत्पत्ति ୧:୨୪-୨୮
[୨୪] "ଏହାପରେ ପରମେଶ୍ବର କହିଲେ, ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ ରଣେୀ ଅନୁସାରେ ବନ୍ଯଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ। ଏହାପରେ ସହେିପରି ହେଲା।"[୨୫] "ଏହିପରି ପରମେଶ୍ବର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟିକେଲ। ପରମେଶ୍ବର ସମସ୍ତ ଜିବୀତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରେତ୍ୟକକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।"[୨୬] "ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।"[୨୭] "ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।"[୨୮] "ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।"

नीतिवचन ୬:୬-୮
[୬] "ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।"[୭] "ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କହେି ନ ଥାନ୍ତି।"[୮] "ସମାନେେ ଗ୍ରୀଷ୍ମକାଳ ରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳ ରେ ପ୍ରଚୁର ପରିମାଣ ରେ ସମାନେେ ଖାଦ୍ୟ ସଂଗୃହୀତ କରିଥାନ୍ତି।"

भजन संहिता ୮:୬-୯
[୬] "ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।"[୭] "ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।"[୮] "ଆକାଶର ଉଡ଼ୁଥିବା ପକ୍ଷୀମାନେ ଓ ସମୁଦ୍ରର ମାଛମାନେ ମଧ୍ଯ ଅଛନ୍ତି।"[୯] "ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।"

अय्यूब ୧୨:୭-୧୦
[୭] "ତୁମ୍ଭେ ଜନ୍ତୁମାନଙ୍କୁ ପଚାର ସମାନେେ ତୁମ୍ଭକୁ ଶିକ୍ଷା ଦବେେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଚାର ସମାନେେ ତୁମ୍ଭକୁ କହିବେ।"[୮] "ତୁମ୍ଭେ ପୃଥିବୀକୁ ପଚାର ସେ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ସମୁଦ୍ରର ମାଛକୁ ପଚାର ସେ ତୁମ୍ଭକୁ ଜ୍ଞାନ କଥା କହିବ।"[୯] "ଏକଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।"[୧୦] "ପ୍ରେତ୍ୟକକ ଜୀବନ୍ତ ପ୍ରାଣୀ ଓ ନିଶ୍ବାସ ନଇେ ବଞ୍ଚୁଥିବା ମଣିଷସବୁ ପରମେଶ୍ବରଙ୍କ ଶକ୍ତିର ଅଧୀନ ରେ।"

यशायाह ୧୧:୬-୯
[୬] "ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।"[୭] "ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତି ରେ ରବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶାଇେବେ। ସିଂହମାନେ ଗାଈପରି ନଡା ଖାଇବେ। ଏପରିକି ସର୍ପ ମଧ୍ଯ କାହାରିକୁ ଆଘାତ କରିବ ନାହିଁ।"[୮] "ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତ ରେ ଖଳେିବ। ଆଉ ମଧ୍ଯ ଶିଶୁଟି ନିର୍ଭୟ ରେ ସର୍ପ ଗର୍ତ୍ତ ରେ ହାତ ପୁରାଇବ।"[୯] "କୌଣସି ବ୍ଯକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମାରେ ପବିତ୍ର ପର୍ବତ ରେ କୌଣସି ବ୍ଯକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷଯ ରେ ସମାନଙ୍କେ ପରିପୂର୍ଣ୍ଣ ଜ୍ଞାନ ହବେ। ସମୁଦ୍ର ଯେପରି ଜଳ ରେ ପରିପୂର୍ଣ୍ଣ ପୃଥିବୀ ସହେିପରି ସଦାପ୍ରଭୁ ବିଷଯକ ଜ୍ଞାନ ରେ ପରିପୂର୍ଣ୍ଣ ହବେ।"

सभोपदेशक ୩:୧୮-୨୧
[୧୮] "ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷଯ ରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, ପରମେଶ୍ବର ସମାନଙ୍କେୁ ଦଖାଇେ ଦବୋକୁ ଚାହାନ୍ତି ଯେ, ସମାନେେ ପଶୁ ତୁଲ୍ଯ।"[୧୯] "ଜଣେ ମନୁଷ୍ଯ ପଶୁଠାରୁ କ'ଣ ଉତ୍ତମ? ନାଁ ! କାହିଁକି? କାରଣ ମନୁଷ୍ଯ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ଯ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ପ୍ରାଣ ବାଯୁ ଏକାପରି। କ'ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ଯ ମଧିଅରେ କୌଣସି ଉନ୍ନତି ଅଛି କି ? ପ୍ରେତ୍ୟକକ ଜିନିଷ ଅବଶ୍ଯ ଅର୍ଥହୀନ।"[୨୦] "ମୃତ ମନୁଷ୍ଯ ଓ ପଶୁର ଶରୀର ଏକା ପ୍ରକାର ରେ ବିନାଶ ହୁଏ। ସମାନେେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀ ରେ ମିଶିଗଲେ।"[୨୧] "ମନୁଷ୍ଯର ଆତ୍ମା ସ୍ବର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷଯ ରେ କହି ପାରିବ।"

भजन संहिता ୧୪୮:୭-୧୨
[୭] "ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମୁଦ୍ରର ମହାନ୍ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର !"[୮] "ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।"[୯] "ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।"[୧୦] "ସମସ୍ତ ବନ୍ଯ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର। ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।"[୧୧] "ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ ତାଙ୍କର ପ୍ରଶଂସା କର। ପରମେଶ୍ବର ସମସ୍ତ ବିଚାରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।"[୧୨] "ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର।"

Odia Bible 1840
Public Domain: Odia 1840