A A A A A

परमेश्वर: [आशीर्वाद]


लूका ୬:୩୮
"ଅନ୍ୟକୁ ଦିଅ, ତବେେ ତୁମ୍ଭନମୋନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆୟିବ। ତୁମ୍ଭମାନେେ ଯେତିକି ଧରି ପାରିବ, ତା'ଠାରୁ ଅଧିକ ତୁମ୍ଭମାନଙ୍କ ହାତ ରେ ଢାଳି ଦିଆୟିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆୟିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡିବ। ତୁମ୍ଭମାନେେ ଯେଉଁଭଳି ଭାବରେ ଅନ୍ୟକୁ ଦବେ, ପରମେଶ୍ବର ବି ତୁମ୍ଭମାନଙ୍କୁ ସହେିଭଳି ଭାବରେ ଦବେେ।"

मत्ती ୫:୪
"ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସମାନଙ୍କେୁ ସାନ୍ତ୍ବନା ଦବେେ।"

फिलिप्पियों ୪:୧୯
"ପରମେଶ୍ବର ସଗେୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନ ରେ ମାେ ପରମେଶ୍ବର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ଯକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତାଙ୍କ ଧନର ବ୍ଯବହାର କରିବେ।"

भजन संहिता ୬୭:୭
"ପରମେଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତୁ।"

गिनती ୬:୨୪-୨୫
[୨୪] "ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦ ରେ ରଖନ୍ତୁ।"[୨୫] "ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।"

फिलिप्पियों ୪:୬-୭
[୬] "କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।"[୭] "ପରମେଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା ରେ ସୁରକ୍ଷା କରି ରଖିବ। ପରମେଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।"

याकूब ୧:୧୭
"ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।"

यिर्मयाह 17:7-8
[7] "ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।"[8] "କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ଯ ହବେ। ତା'ର ମୂଳ ବିସ୍ତୃତ ହାଇେ ଜଳ ପାଇବ। ଗ୍ରୀଷ୍ମକାଳ ରେ ସେ ଭୟଭୀତ ହବେ ନାହିଁ। ମାତ୍ର ତା'ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହବେ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହବେ ନାହିଁ।"

यशायाह 41:10
не бійся, з тобою бо Я, і не озирайсь, бо Я Бог твій! Зміцню Я тебе, і тобі поможу, і правицею правди Своєї тебе Я підтримаю.

यूहन्ना 1:16
А з Його повноти ми одержали всі, а то благодать на благодать.

उत्पत्ति 22:16-17
[16] і сказав: Клянуся Собою, це слово Господнє, тому, що вчинив ти цю річ, і не пожалів був сина свого, одинака свого,[17] то благословляючи, Я поблагословлю тебе, і розмножуючи, розмножу потомство твоє, немов зорі на небі, і немов той пісок, що на березі моря. І потомство твоє внаслідує брами твоїх ворогів.

उत्पत्ति 27:28-29
[28] І хай Бог тобі дасть з роси Неба, і з ситости землі, і збіжжя багато й вина молодого![29] Нехай тобі служать народи, і народи нехай тобі кланяються! Будь паном для братів своїх, і нехай тобі кланяються сини матері твоєї. Хто тебе проклинає проклятий, а хто поблагословить тебе благословенний!.

भजन संहिता 1:1-3
[1] Блажен муж, що за радою несправедливих не ходить, і не стоїть на дорозі грішних, і не сидить на сидінні злоріків,[2] та в Законі Господнім його насолода, і про Закон Його вдень та вночі він роздумує![3] І він буде, як дерево, над водним потоком посаджене, що родить свій плід своєдчасно, і що листя не в'яне його, і все, що він чинить, щаститься йому!

भजन संहिता 23:1-4
[1] Псалом Давидів. Господь то мій Пастир, тому в недостатку не буду,[2] на пасовиськах зелених оселить мене, на тихую воду мене запровадить![3] Він душу мою відживляє, провадить мене ради Ймення Свого по стежках справедливости.[4] Коли я піду хоча б навіть долиною смертної темряви, то не буду боятися злого, бо Ти при мені, Твоє жезло й Твій посох вони мене втішать!

२ शमूएल 22:3-4
[3] Мій Бог моя скеля, сховаюсь я в ній, Він щит мій і ріг, Він спасіння мого, Він башта моя та моє пристановище! Спасителю мій, Ти врятуєш мене від насилля![4] Я кличу: Преславний Господь, і я визволений від своїх ворогів!

१ यूहन्ना 5:18
Ми знаємо, що кожен, хто народився від Бога, не грішить, бо хто народився від Бога, той себе береже, і лукавий його не торкається.

भजन संहिता 138:7
Якщо серед тісноти піду, Ти оживиш мене, на лютість моїх ворогів пошлеш руку Свою, і правиця Твоя допоможе мені,

२ कुरिन्थियों 9:8
А Бог має силу всякою благодаттю вас збагатити, щоб ви, мавши завжди в усьому всілякий достаток, збагачувалися всяким добрим учинком,

फिलिप्पियों 4:7
Et pax Dei, qu exuperat omnem sensum, custodiat corda vestra, et intelligentias vestras in Christo Jesu.

Latin Clementine Bible 1598
Public Domain: Clementine Vulgate 1598