A A A A A

चर्च: [झूठे शिक्षक]


यहेजकेल ୧୩:୯
" ଯେଉଁ ଭବିଷ୍ଯଦବକ୍ତାମାନେ ମିଥ୍ଯା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ଯା ଅଲୌକିକ ଶକ୍ତି ଘାଷେଣା କରନ୍ତି, ମାରେ ହସ୍ତ ସମାନଙ୍କେ ବିରୁଦ୍ଧ ରେ ୟିବ, ସମାନେେ ମାେ ଲୋକମାନଙ୍କ ମନ୍ତ୍ରୀ ସଭା ରେ ରହିବେ ନାହିଁ। ଇଶ୍ରାୟେଲର ପରିବାର ତାଲିକା ରେ ସମାନଙ୍କେର ନାମଗୁଡ଼ିକ ତାଲିକାଭୁକ୍ତ ହବେ ନାହିଁ। ଏବଂ ଇଶ୍ରାୟେଲ ଦେଶ ରେ ସମାନେେ ପ୍ରବେଶ କରିବେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।"

यिर्मयाह ୨୩:୧୬
"ପୁଣି ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଭବିଷ୍ଯଦବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି, ସମାନଙ୍କେର ବାକ୍ଯ ତୁମ୍ଭମାନେେ ଶୁଣ ନାହିଁ। ସମାନେେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି। ସମାନେେ କବଳେ ନିଜ ହୃଦଯର ଦର୍ଶନ କଥା କହନ୍ତି। ମାତ୍ର ସମାନେେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ।"

लूका ୬:୨୬
"ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ 'ଭଲ' ବୋଲି କହୁଛନ୍ତି। କାରଣ ସମାନଙ୍କେର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଭଲ ବୋଲି କହୁଥିଲେ।"

मत्ती ୨୪:୨୪
"ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।"

मत्ती ୧୬:୧୧-୧୨
[୧୧] "ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂର ରେ ରହିବାକୁ କହୁଛି।"[୧୨] "ତା'ପରେ ସମାନେେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀ ରେ ବ୍ଯବହାର କରା ଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟ ରେ ଯୀଶୁ କହୁନଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସମାନଙ୍କେୁ କହୁଥିଲେ।"

२ तीमुथियुस ୪:୩-୪
[୩] "ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।"[୪] "ଲୋକେ ସତକଥା ଶୁଣିବା ବନ୍ଦ କରି ଦବେେ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରିବାକୁ ସମାନେେ ଆରମ୍ଭ କରିବେ।"

२ तीमुथियुस ୪:୩-୪
[୩] "ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।"[୪] "ଲୋକେ ସତକଥା ଶୁଣିବା ବନ୍ଦ କରି ଦବେେ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରିବାକୁ ସମାନେେ ଆରମ୍ଭ କରିବେ।"

प्रेरितों के काम ୨୦:୨୮-୩୦
[୨୮] "ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।"[୨୯] "ମୁଁ ଜାଣେ, ମାେ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ଯକୁ ଆସିବେ। ସମାନେେ ଏହି ମଷେ ପଲକୁ ନଷ୍ଟ କରିବାପାଇଁ ଚେ଼ଷ୍ଟା କରିବେ।"[୩୦] "ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ଯ କେତଜେଣ ଲୋକ ବାହାରିବେ ଓ ଭୁଲ କଥା ଉପଦେଶ ଦଇେ ଶିଷ୍ଯମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।"

२ पतरस ୩:୧୪-୧୮
[୧୪] "ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।"[୧୫] "ପ୍ରଭୁ ର୍ଧୈୟ୍ଯବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନରେଖ। ପରମେଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ ରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସହେି କଥା କହିଥିଲେ।"[୧୬] "ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। େ ବେଳବେଳେ ପାଉଲଙ୍କ ପତ୍ର ରେ କେତକେ କଥା ବୁଝିବା ପାଇଁ କଷ୍ଟକର ହୁଏ। େକେତେଲାକ ସହେି କଥାଗୁଡ଼ିକୁ ଭୁଲ ଭାବରେ ବ୍ଯାଖ୍ଯା କରନ୍ତି। ସମାନେେ ମୂର୍ଖ ଓ ବିଶ୍ବାସ ରେ ଦୁର୍ବଳ। ସହେି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ342 ମଧ୍ଯ ଭୁଲଭାବେ ବୁଝାଇଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ସମାନେେ ନିଜର ଅନିଷ୍ଟ କରୁଛନ୍ତି।"[୧୭] "ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟ ରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସହେି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ୟ୍ଯ ଦ୍ବାରା ତୁମ୍ଭେ ନିଜକୁ ପ୍ରଭାବିତ ହବୋକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ବାସରୁ ବିଚଳିତ ନ ହବୋ ପାଇଁ ସାବଧାନ ରୁହ।"[୧୮] "କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।"

१ यूहन्ना ୪:୧-୬
[୧] "ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।"[୨] "ଏହି ପ୍ରକା ରେ ତୁମ୍ଭମାନେେ ପରମେଶ୍ବରଙ୍କର ଆତ୍ମାକୁ ଚିହ୍ନିପାରିବ : ଏକ ଆତ୍ମା କହିବ ଯେ, ମୁଁ ବିଶ୍ବାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ଯ ରୂପ ଧାରଣ କରି ଆସିଥିଲେ, ସହେି ଆତ୍ମା ପରମେଶ୍ବରଙ୍କଠାରୁ ଆଗତ।"[୩] "ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟ ରେ ଏପରି ସାକ୍ଷ୍ଯ ଦିଅନ୍ତି ନାହିଁ, ସହେି ଆତ୍ମା ପରମେଶ୍ବରଙ୍କଠାରୁ ଆସି ନାହିଁ, ସମାନେେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧ ରେ ତୁମ୍ଭମାନେେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତ ରେ ରହିଛି।"[୪] "ପିଲାମାନେ !ତୁମ୍ଭମାନେେ ପରମେଶ୍ବରଙ୍କର ଅଟ। ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠା ରେ ଥିବା ଶୟତାନଠାରୁ ମଧ୍ଯ ମହାନ୍।"[୫] "ସହେି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସମାନଙ୍କେର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସମାନଙ୍କେ କଥା ଶୁଣେ।"[୬] "କିନ୍ତୁ ଆମ୍ଭେସବୁ ପରମେଶ୍ବରଙ୍କର। ତେଣୁ ପରମେଶ୍ବରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ବରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ଯମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା।"

मत्ती ୭:୧୫-୨୦
[୧୫] "ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।"[୧୬] "ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।"[୧୭] "ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,"[୧୮] "ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।"[୧୯] "ଯେଉଁ ଗଛ ରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ।"[୨୦] "ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।"

२ पतरस ୧:୧୨-୨୧
[୧୨] "ତୁମ୍ଭେ ଏହି କଥା ଜାଣ। ତୁମ୍ଭଠା ରେ ବର୍ତ୍ତମାନ ଥିବା ସତ୍ଯ ରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେ ପକାଇବା ପାଇଁ ସାହାୟ୍ଯ କରୁଥିବି।"[୧୩] "ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।"[୧୪] "ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।"[୧୫] "ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।"[୧୬] "ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟ ରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସଗେୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖି ରେ ଯୀଶୁଙ୍କର ମହାନତା ଦେଖିଛୁ।"[୧୭] "ଯେତବେେଳେ ପରମପିତା ପରମେଶ୍ବରଙ୍କ ଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତବେେଳେ ଯୀଶୁ ପିତା ପରମେଶ୍ବରଙ୍କ ମହାଗୌରବୟୁକ୍ତ ବାଣୀ ଶୁଣିଥିଲେ। ସହେି ସ୍ବର କହିଥିଲା : ଏ ମାରେପୁତ୍ର, ମୁଁ ତାହାକୁ ପ୍ ରମେ କରେ। ମୁଁ ତା' ଉପରେ ଅତି ପ୍ରସନ୍ନ।"[୧୮] "ଆମ୍ଭେ ସହେି ବାଣୀ ଶୁଣିଛୁ। ଆମ୍ଭମାନେେ ଯୀଶୁଙ୍କ ସହିତ ପବିତ୍ର ପର୍ବତ ରେ ଥିଲା ବେଳେ ଏହି ବାଣୀ ଆକାଶରୁ ଆସିଥିଲା।"[୧୯] "ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।"[୨୦] "ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ଯର ନିଜର ବ୍ଯାଖ୍ଯା ନୁହେଁ।"[୨୧] "କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।"

तीतुस ୧:୬-୧୬
[୬] "ଏକ ପ୍ରାଚୀନ ହବୋ ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସଗେୁଡ଼ିକ ହେଲା ସେ ନିର୍ଦ୍ ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ବାସୀ ହାଇେଥିବେ। ସମାନେେ ହିଂସ୍ର ଜୀବନ ଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ।"[୭] "ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ବରଙ୍କ କାମର ଯତ୍ନ ନବୋ, ଅତଏବ ସେ ନିର୍ଦ୍ ଦୋଷ ହବୋ କଥା। ସେ ଗର୍ବୀ, ସ୍ବାର୍ଥୀ ଓ ଶୀଘ୍ର କୋରଧୀ ହାଇେ ନ ଥିବେ। ସେ ଅତ୍ଯଧିକ ମଦ୍ଯ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହାଇେ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହବୋ ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ।"[୮] "ନିଜ ଘ ରେ ଲୋକମାନଙ୍କୁ ସ୍ବାଗତ କରି ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ ରମେ କରୁଥିବେ, ଜ୍ଞାନୀ ହାଇେଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହାଇେଥିବେ ଓ ନିଜକୁ ସଂୟମ କରି ପାରୁଥିବେ। ଆମ୍ଭେ ସତ୍ଯର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପ୍ରଦାନ କରୁଥିବେ।"[୯] "ପ୍ରକୃତ ଶିକ୍ଷାକୁ ବ୍ଯବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାୟ୍ଯ କରିବା ରେ ସକ୍ଷମ ହାଇେଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦଖାଇେ ଦବୋକୁ ସକ୍ଷମ ହବେେ ଯେ ସମାନେେ ଭୁଲ ଅଟନ୍ତି।"[୧୦] "ଅନକେ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ ବାଟରେ ପରିଚାଳିତ କରନ୍ତି। ମୁଁ ବିଶଷେ ଭାବରେ ସେ ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହବୋପାଇଁ କହନ୍ତି।"[୧୧] "ଜଣେ ପ୍ରାଚୀନ ସମାନଙ୍କେର ଭୁଲ ବିଷୟ ରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସମାନଙ୍କେୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସହେି ଲୋକମାନେ କୁଶିକ୍ଷାର ଉପଦେଶ ଦଇେ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସମାନେେ କବଳେ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସମାନେେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି।"[୧୨] "ତାହାଙ୍କ ନିଜ ଲୋକମାନଙ୍କ ମଧ୍ଯରୁ ଜଣେ, ୟିଏ କି ଭବିଷ୍ଯଦ୍ ବକ୍ତା, କହିଛନ୍ତି : କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସମାନେେ ଦୁଷ୍ଟ ପଶୁ ଓ ଅଳସୁଆ। ସମାନେେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।"[୧୩] "ସହେି ଭାବବାଦୀଙ୍କ କଥା ସତ। ଅତଏବ ସମାନଙ୍କେୁ କୁହ ଯେ ସମାନେେ ଭୁଲ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠାେର ହବୋ ଉଚିତ। ତା' ହେଲେ ସମାନେେ ବିଶ୍ବାସ ରେ ଦୃଢ଼ ହବେେ।"[୧୪] "ତା' ହେଲେ ସମାନେେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ଯକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।"[୧୫] "ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁ କିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ବାସୀ, ସମାନଙ୍କେ ଲାଗି କିଛି ହେଲେ ପବିତ୍ର ନୁହେଁ। ସମାନଙ୍କେର ଚିନ୍ତା ପାପରେ ଦୂଷିତ ହାଇଯୋଇଛି ଓ ଠିକ୍ କ'ଣ, ସେ ସମ୍ବନ୍ଧ ରେ ସମାନଙ୍କେର ଜ୍ଞାନ ନଷ୍ଟ ହାଇେ ଯାଇଛି।"[୧୬] "ସେ ଲୋକମାନେ କୁହନ୍ତି ଯେ ସମାନେେ ପରମେଶ୍ବରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସମାନେେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସମାନେେ ପରମେଶ୍ବରଙ୍କୁ ଗ୍ରହଣ କରନ୍ତି ନାହିଁ। ସମାନେେ ଭୟଙ୍କର ଲୋକ, ଆଜ୍ଞା ବି ରୋଧୀ ଓ କୌଣସି ଭଲ କାମ ପାଇଁ ଅ ଯୋଗ୍ଯ।"

२ पतरस ୨:୧-୨୨
[୧] "ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।"[୨] "ସମାନେେ କହୁଥିବା ମନ୍ଦ କାମକୁ ଅନକେ ଲୋକ ଅନୁସରଣ କରିବେ। ସମାନଙ୍କେ ହତେୁରୁ ଅନ୍ୟ ଲୋକେ ମଧ୍ଯ ସତ୍ଯର ମାର୍ଗ ବିଷୟ ରେ ସମାଲୋଚନା କରିବେ।"[୩] "ସହେି ଭଣ୍ଡ ଶିକ୍ଷକମାନେ କବଳେ ତୁମ୍ଭର ଧନ ଚାହାଁନ୍ତି। ସମାନେେ ଖାଲି ମିଛ କଥା କହି ତୁମ୍ଭର ମନ ନବେେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ ହାଇେ ରହିଛି। ପରମେଶ୍ବର ସମାନଙ୍କେୁ ନଷ୍ଟ କରି ଦବେେ। ସମାନେେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।"[୪] "ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।"[୫] "ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।"[୬] "ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।"[୭] "କିନ୍ତୁ ସହେି ନଗର ମଧ୍ଯରୁ ପରମେଶ୍ବର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହତେୁ ସେ ଦୁଃଖ ପାଉଥିଲେ।"[୮] "ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସହେି ମନ୍ ଦଲୋକଙ୍କ ମଧିଅରେ ବାସ କରୁଥିଲେ। ସମାନଙ୍କେର ମନ୍ଦ ବିଷୟଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟ ରେ ଆଘାତ ପାଉଥିଲେ।"[୯] "ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।"[୧୦] "ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।"[୧୧] "ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନା ରେ ସ୍ବର୍ଗଦୂତମାନେ ଅତ୍ଯଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସମାନେେ କବେେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ଯସ୍ତ କରନ୍ତି ନାହିଁ ବା ସମାନଙ୍କେ ବିରୁଦ୍ଧ ରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ।"[୧୨] "କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟଗୁଡ଼ିକ ସମ୍ବନ୍ଧ ରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ଯ ପଶୁମାନଙ୍କ ପରି ଧରାଯାଇ ମରା ୟିବା ନିମନ୍ତେ ଜନ୍ମ ହାଇେଛନ୍ତି। ସହେି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ଯ ନଷ୍ଟ ହବେେ।"[୧୩] "ଏହି ଭଣ୍ଡ ଶିକ୍ଷକମାନେ ଅନକେ ଲୋକଙ୍କୁ ଦୁଃଖ ଦଇେଛନ୍ତି। ଅତଏବ ସମାନେେ ନିଜେ ଦୁଃଖ ପାଇବେ। ସମାନେେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗ ରେ ଖାେଲାଖାଲିେ ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସମାନେେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜିଉତ୍ସବ ରେ ସମ୍ମିଳିତ ହବୋ ବେଳେ, ସମାନେେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି।"[୧୪] "ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।"[୧୫] "ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦଇେଛନ୍ତି ଓ ବିଯୋରର ପୁତ୍ର ବିଲିଯାମର ଭୁଲ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।"[୧୬] "କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ କରୁଛି। ଗଧ ସାଧାରଣ ଭାବରେ କଥା କହିପା ରେ ନାହିଁ, କିନ୍ତୁ ସହେି ଗଧଟି ମଣିଷର ଭାଷା ରେ କଥା କହିଲା ଓ ବିଲିଯାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।"[୧୭] "ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସମାନେେ ପ୍ରଚଣ୍ଡ ଝଡ଼ ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସମାନଙ୍କେ ନିମନ୍ତେ ଘାରେ ଅନ୍ଧକାର ସ୍ଥାନ ରଖା ଯାଇଅଛି।"[୧୮] "ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।"[୧୯] "ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।"[୨୦] "ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।"[୨୧] "ଯଦି ସମାନେେ ମୂଳରୁ ଠିକ ରାସ୍ତା ଜାଣି ନ ଥାନ୍ତେ, ସମାନଙ୍କେ ପକ୍ଷେ ଭଲ ହାଇେଥାନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହବୋ ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହାଇେଥାନ୍ତା।"[୨୨] "ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।"

मत्ती ୨୩:୧-୨୯
[୧] "ତା'ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ,"[୨] "ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମାଶାଙ୍କେ ବ୍ଯବସ୍ଥାର ବ୍ଯାଖ୍ଯା କରିବାର ଅଧିକାର ପାଇଛନ୍ତି।"[୩] "ତେଣୁ ସମାନେେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚ଼ିତ। ତୁମ୍ଭକୁ ସମାନେେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚ଼ିତ। କିନ୍ତୁ ସମାନେେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କରନାହିଁ। କାରଣ ସମାନେେ ଯାହାସବୁ କହନ୍ତି, ନିଜେ ତାକୁ କାର୍ୟ୍ଯ ରେ କବେେ କରନ୍ତି ନାହିଁ।"[୪] "ମାନିବା ପାଇଁ କଠିନ ହେଲେ ମଧ୍ଯ ସମାନେେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସହେି ନିୟମଗୁଡ଼ିକ ମାନିବା ପାଇଁ ସମାନେେ ଲୋକଙ୍କୁ ବାଧ୍ଯ କରନ୍ତି। କିନ୍ତୁ ସମାନେେ ନିଜେ କବେେ ହେଲେ ସହେି ନିୟମମାନଙ୍କ ମଧ୍ଯରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେ଼ଷ୍ଟା କରନ୍ତି ନାହିଁ।"[୫] " କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।"[୬] "ଭୋଜିମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନ ମାନ ପାଇବାକୁ ସମାନେେ ଭଲ ପାଆନ୍ତି।"[୭] "ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।"[୮] "କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।"[୯] "ଏ ସଂସାର ରେ କାହାରିକୁ 'ପରମପିତା' ବୋଲି ସମ୍ ବୋଧନ କରନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ବର୍ଗ ରେ ରହୁଛନ୍ତି।"[୧୦] "ତୁମ୍ଭେ ନିଜକୁ ମାଲିକ ବୋଲାଇବ ନାହିଁ। କାରଣ ତୁମ୍ଭର କବଳେ ଜଣେ ମାତ୍ର ମାଲିକ। ସେ ହେଉଛନ୍ତି ଯୀଶୁ।"[୧୧] "ଯେଉଁ ଲୋକ ଚ଼ାକର ଭଳ ତୁମ୍ଭର ସବୋ କରିବ, ସେ ଲୋକ ତୁମ୍ଭମାନଙ୍କ ମଧିଅରେ ସବୁଠାରୁ ବଡ଼ ହବେ।"[୧୨] "ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାୟିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାୟିବ।"[୧୩] " ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।"[୧୪] "ତୁମ୍ଭମାନେେ ନିଜେ ତ ପ୍ରବେଶକରି ପାରୁନାହଁ, ତା' ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେ଼ଷ୍ଟା କରୁଛନ୍ତି, ସମାନଙ୍କେୁ ମଧ୍ଯ ତୁମ୍ଭମାନେେ ଅଟକଇେ ଦେଉଥି।"[୧୫] " ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖାଜେି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହାଇେ ଚ଼ାଲିଯାଉଛ। ଯେତବେେଳେ ସଭେଳି ଲୋକଟିଏ ପାଇ ଯାଉଛ ସେତବେେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କବଳେ ନର୍କର ଅଧିକାରୀ ହବେ।"[୧୬] " ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।"[୧୭] "ତୁମ୍ଭମାନେେ ଅନ୍ଧ ଓ ମୂର୍ଖ। ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସହେି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।"[୧୮] "ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।"[୧୯] "ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।"[୨୦] "ଏଣୁ ଯଦି କହେି ବଦେୀ ନାମ ରେ ଶପଥ କରେ, ତବେେ ସେ ବଦେୀ ସହିତ ବଦେୀ ଉପରେ ଯାହା ରଖା ଯାଇଥାଏ, ସେ ସମସ୍ତଙ୍କ ନାମ ରେ ଶପଥ କରିଥାଏ।"[୨୧] "ଯେଉଁ ଲୋକ ମନ୍ଦିର ନାମ ରେ ଶପଥ କରେ, ସେ ମନ୍ଦିର ଭିତ ରେ ଜଣେ ୟିଏ ଅଛନ୍ତି, ତାହାଙ୍କ ନ୍ମ ରେ ଶପଥ ନଇେଥାଏ।"[୨୨] "ଏବଂ ଯେଉଁ ଲୋକ ସ୍ବର୍ଗ ନାମ ରେ ଶପଥ ନଇେଥାଏ, ସେ ପରମେଶ୍ବରଙ୍କ ସିଂହାସନ ସହିତ ସହେି ସିଂହାସନ ଉପରେ ୟିଏ ବିରାଜମାନ, ତାହାଙ୍କ ନାମ ରେ ମଧ୍ଯ ଶପଥ ନଇେଥାଏ।"[୨୩] " ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।"[୨୪] "ତୁମ୍ଭମାନେେ ଲୋକଙ୍କୁ ମାର୍ଗ ବତାଉଛ। କିନ୍ତୁ ତୁମ୍ଭମାନେେ ନିଜେ ଅନ୍ଧ। ତୁମ୍ଭମାନେେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।"[୨୫] " ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।"[୨୬] "ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବ ରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ଯ ସଫା ହାଇେ ପାରିବ।"[୨୭] " ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।"[୨୮] "ଠିକ୍ ସହେିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦଖାେ ଯାଉଛ, କିନ୍ତୁ ଭିତ ରେ ତୁମ୍ଭେ ଛନ୍ଦ କପଟ ଓ ଖରାପ ଗୁଣ ରେ ପରିପୂର୍ଣ୍ଣ।"[୨୯] " ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।"

Odia Bible 1840
Public Domain: Odia 1840