A A A A A

चर्च: [चर्च में भाग ले रहे हैं]


इब्रानियों ୧୦:୨୪-୨୫
[୨୪] "ଆମ୍ଭେ ପରସ୍ପର ବିଷୟ ରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।"[୨୫] "କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।"

मत्ती ୧୮:୨୦
"ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।"

कुलुस्सियों ୩:୧୬
"ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।"

इफिसियों ୪:୧୧-୧୩
[୧୧] "ଏବଂ ସହେି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲେ ଅର୍ଥାତ୍ କେତକେ ଲୋକଙ୍କୁ ସେ ପ୍ ରରେିତ ହବୋ ପାଇଁ, କେତକଙ୍କେୁ ଭବିଷ୍ଯତ୍ବକ୍ତା ହବୋ ପାଇଁ, କେତକଙ୍କେୁ ସୁସମାଚାର କହିବା ପାଇଁ ଓ କେତକଙ୍କେୁ ପରମେଶ୍ବରଙ୍କ ଲୋକମାନଙ୍କର ଯତ୍ନ ନବୋ ପାଇଁ ଓ ଶିକ୍ଷା ଦବୋ ପାଇଁ।"[୧୨] "ପରମେଶ୍ବରଙ୍କ ଲୋକମାନେ ତାଙ୍କର ସବୋ କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହବେେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସମାନଙ୍କେୁ ଦେଲେ। ଏହା ଦ୍ବାରା ଖ୍ରୀଷ୍ଟଙ୍କ ଶରୀରସ୍ବରୂପ ଆମ୍ଭମାନେେ ମଧ୍ଯ ଦୃଢ଼ ଓ ବଳବାନ ହବୋ।"[୧୩] "ସମସ୍ତ ଲୋକେ ପରମେଶ୍ବରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ବାସ ଓ ସମାନ ଜ୍ଞାନ ସହିତ ଏକତ୍ର ହବୋ ପର୍ୟ୍ଯନ୍ତ ଏହି କାମ ଚାଲିଥିବା ନିତାନ୍ତ ଆବଶ୍ଯକ, ଯେପର୍ୟ୍ଯନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହାଇେଛୁ, ସେ ପର୍ୟ୍ଯନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହବୋକୁ ପଡ଼ିବ।"

प्रेरितों के काम ୨:୪୨
"ବିଶ୍ବାସୀ ଲୋକମାନେ ଏକାଠି ମିଳିତ ହବୋକୁ ଲାଗିଲେ। ପ୍ ରରେିତମାନଙ୍କ ଉପଦେଶ ଶୁଣିବାକୁ ସମାନେେ ସମାନଙ୍କେର ସମୟ ଦେଲେ। ବିଶ୍ବାସୀମାନେ ପରସ୍ପରର ସହଭାଗୀ ହେଲେ। ସମାନେେ ରୋଟୀ ବାଣ୍ଟି ଖାଇବାର ଏବଂ ପ୍ରାର୍ଥନା କରିବା ରେ ସମୟ ଦେଲେ।"

रोमियों ୧୦:୧୭
"ସୁସମାଗ୍ଭର ଶୁଣିଲେ ବିଶ୍ବାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟ ରେ କହିଲେ ଲୋକେ ଶୁଣନ୍ତି।"

मत्ती ୧୬:୧୮
"ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।"

प्रेरितों के काम ୯:୩୧-୩୨
[୩୧] "ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।"[୩୨] "ଇତି ମଧିଅରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶଷେ ରେ ଲୂଦ ନଗର ରେ ରହୁଥିବା ସାଧୁମାନଙ୍କ ପାଖ ରେ ଆସି ପହନ୍ଚିଲେ।"

मत्ती ୬:୩୩
"ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।"

याकूब ୧:୨୨
"ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।"

२ तीमुथियुस ୪:୨
"ଲୋକମାନଙ୍କୁ ସୁସମାଚାର ପ୍ରଚାର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସମାନେେ କ'ଣ କରିବା ଉଚିତ, ସମାନେେ ଭୁଲ କଲା ବେଳେ ସମାନଙ୍କେୁ ଅନୁୟୋଗ କର ଓ ସମାନଙ୍କେୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା ରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର।"

मत्ती ୨୮:୧୯-୨୦
[୧୯] "ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।"[୨୦] "ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।"

Odia Bible 1840
Public Domain: Odia 1840