A A A A A

बुरा चरित्र: [अप्रसन्नता]


प्रेरितों के काम ୮:୨୩
"ମୁଁ ଦେଖୁଛି, ତୁମ୍ଭ ମନ ରେ ତିକ୍ତତା ପୁରି ରହିଛ ଓ ପାପ ତୁମ୍ଭ ଉପରେ କତ୍ତୃର୍ତ୍ବ କରୁଛି।"

कुलुस्सियों ୩:୮-୧୩
[୮] "କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ : କୋରଧ, ଉତ୍ତଜେନା, ଅନ୍ୟ କାହାକୁ ବାଧିଲା ଭଳି କାର୍ୟ୍ଯ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ଯବହାର କରିବା।"[୯] "ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।"[୧୦] "ତୁମ୍ଭମାନେେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନ ରେ ତୁମ୍ଭମାନେେ ନୂଆ ହେଉଅଛ। ତୁମ୍ଭମାନେେ ତୁମ୍ଭମାନଙ୍କର ସହେି ସୃଷ୍ଟିକର୍ତ୍ତାଙ୍କ ଭଳି ହାଇଯୋଉଛ। ଏହି ନୂତନ ଜୀବନ ଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ।"[୧୧] "ଏହି ନୂତନ ଜୀବନ ରେ ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ ରେ ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା ରେ ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।"[୧୨] "ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।"[୧୩] "ପରସ୍ପର ପ୍ରତି କୋର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭମାନେେ ମଧ୍ଯ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ।"

सभोपदेशक ୭:୯
"ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।"

इफिसियों ୪:୨୬
"ଯେତବେେଳେ ତୁମ୍ଭର କୋର୍ଧ ହୁଏ, ସେତବେେଳେ ଅତି କୋର୍ଧୀ ହାଇେ ପାପ କର ନାହିଁ।"

यहेजकेल ୩:୧୪
"ତା'ପ ରେ ଆତ୍ମା ମାେତେ ଉପରକୁ ଉଠାଇ ନଇଗେଲା। ମୁଁ ଦୁଃଖିତ ହୃଦଯ ରେ କୋରଧିତ ହାଇେ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମାେତେ ଧରିଥିଲା।"

यशायाह ୩୮:୧୭
"ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ।"

अय्यूब ୭:୧୧
"ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।"

अय्यूब ୧୦:୧
"ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।"

अय्यूब ୨୧:୨୫
"କିନ୍ତୁ ଅନ୍ୟ ଜଣେ ବ୍ଯକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମ ରେ, ସେ କେତବେେଳେ ମଙ୍ଗଳର ସ୍ବାଦ ପାଇପା ରେ ନାହିଁ।"

मरकुस ୧୧:୨୫
"ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।"

नीतिवचन ୧୦:୧୨
"ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।"

नीतिवचन ୧୪:୧୦
"ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।"

नीतिवचन ୧୫:୧
"କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।"

नीतिवचन ୧୭:୨୫
"ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।"

रोमियों ୩:୧୪
"ଅଭିଶାପ ଓ କଟୁତା ରେ ସମାନଙ୍କେର କଥା ପୂର୍ଣ୍ଣ ହାଇେଥାଏ। ଗୀତସଂହିତା 10:7"

मत्ती ୬:୧୪-୧୫
[୧୪] "ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।"[୧୫] "କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦବେ ନାହିଁ, ତବେେ ତୁମ୍ଭର ପରମପିତା ମଧ୍ଯ ତୁମ୍ଭ ଅପରାଧ ଗୁଡିକ ପାଇଁ ତୁମ୍ଭକୁ କ୍ଷମା ଦବେନୋହିଁ।"

याकूब ୧:୧୯-୨୦
[୧୯] "ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।"[୨୦] "କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।"

इब्रानियों ୧୨:୧୪-୧୫
[୧୪] "ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।"[୧୫] "ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।"

इफिसियों ୪:୩୧-୩୨
[୩୧] "କବେେ ହେଲ କଟୁ ହୁଅ ନାହିଁ, ରାଗ ନାହିଁ କୋର୍ଧ କର ନାହିଁ, ଉତ୍ତଜେିତ ହୁଅ ନାହିଁ। କୋରଧ ରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦଲୋଭଳି କଥା କୁହ ନାହିଁ। କବେେ ହେଲ ମନ୍ଦ କାମ କର ନାହିଁ।"[୩୨] "ପରସ୍ପର ପ୍ରତି ଦୟାଭାବ ଓ ପ୍ ରମେ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠା ରେ ପରମେଶ୍ବର ତୁମ୍ଭମାନଙ୍କୁ କ୍ଷମା କଲେ, ସହେି ଭଳି ତୁମ୍ଭମାନେେ ପରସ୍ପରକୁ କ୍ଷମା ଦିଅ।"

Odia Bible 1840
Public Domain: Odia 1840