A A A A A

बुरा चरित्र: [विश्वासघात]


मत्ती ୨୭:୩-୪
[୩] "ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।"[୪] "ସେ କହିଲେ, ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦବୋପାଇଁ ତୁମ୍ଭ ହାତ ରେ ଧ ରଇେ ଦଇେଛି।"

मत्ती ୬:୧୪-୧୫
[୧୪] "ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।"[୧୫] "କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦବେ ନାହିଁ, ତବେେ ତୁମ୍ଭର ପରମପିତା ମଧ୍ଯ ତୁମ୍ଭ ଅପରାଧ ଗୁଡିକ ପାଇଁ ତୁମ୍ଭକୁ କ୍ଷମା ଦବେନୋହିଁ।"

मरकुस ୧୧:୨୫
"ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।"

मत्ती ୭:୧୨
"ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।"

इब्रानियों ୪:୧୫
"ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।"

उत्पत्ति ୧୨:୩
"ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।"

रोमियों ୩:୨୩
"ସମସ୍ତେ ପାପ କରିଛନ୍ତି ଓ ପରମେଶ୍ବରଙ୍କ ମହିମା ପାଇବା ରେ ଉଣା ପଡ଼ିଛନ୍ତି।"

Odia Bible 1840
Public Domain: Odia 1840