A A A A A

बुरा चरित्र: [गुस्सा]


इफिसियों ୪:୨୬-୩୧
[୨୬] "ଯେତବେେଳେ ତୁମ୍ଭର କୋର୍ଧ ହୁଏ, ସେତବେେଳେ ଅତି କୋର୍ଧୀ ହାଇେ ପାପ କର ନାହିଁ।"[୨୭] "ଦିନସାରା କୋରଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ।"[୨୮] "ଚୋର ଚୋରୀ କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମ ରେ ଲଗାଉ। ତା ହେଲେ ସେ ଗରୀବ ଲୋକମାନଙ୍କୁ କିଛି ସାହାୟ୍ଯ କରିପାରିବ।"[୨୯] "ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।"[୩୦] "ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ବରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ ସମୟ ଉପସ୍ଥିତ ହେଲ ପରମେଶ୍ବର ତୁମ୍ଭକୁ ସ୍ବାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦଇେଅଛନ୍ତି।"[୩୧] "କବେେ ହେଲ କଟୁ ହୁଅ ନାହିଁ, ରାଗ ନାହିଁ କୋର୍ଧ କର ନାହିଁ, ଉତ୍ତଜେିତ ହୁଅ ନାହିଁ। କୋରଧ ରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦଲୋଭଳି କଥା କୁହ ନାହିଁ। କବେେ ହେଲ ମନ୍ଦ କାମ କର ନାହିଁ।"

याकूब ୧:୧୯-୨୦
[୧୯] "ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।"[୨୦] "କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।"

नीतिवचन ୨୯:୧୧
"ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।"

सभोपदेशक ୭:୯
"ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।"

नीतिवचन ୧୫:୧
"କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।"

नीतिवचन ୧୫:୧୮
"କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।"

कुलुस्सियों 3:8
"କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ : କୋରଧ, ଉତ୍ତଜେନା, ଅନ୍ୟ କାହାକୁ ବାଧିଲା ଭଳି କାର୍ୟ୍ଯ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ଯବହାର କରିବା।"

याकूब 4:1-2
[1] "ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ ସେ ଓ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?"[2] "ତୁମ୍ଭମାନେେ ଅନକେ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ବିତ ହାଇେ ସମାନଙ୍କେୁ ହତ୍ଯା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେ ହତେୁ ତୁମ୍ଭେ ପରମେଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭମାନେେ ସଗେୁଡ଼ିକ ପାଇ ନ ଥାଅ।"

नीतिवचन ୧୬:୩୨
"ଯେ କୋରଧ ରେ ଧୀର, ସେ ବୀର ଅପେକ୍ଷା ଶ୍ ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପ ରେ କତ୍ତୃର୍ତ୍ବ କରେ, ସେ ନଗର ବିଜଯୀଠାରୁ ଭଲ।"

नीतिवचन ୨୨:୨୪
"ରାଗୀ ଲୋକ ସଙ୍ଗ ରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ।"

मत्ती ୫:୨୨
"କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ"

भजन संहिता ୩୭:୮-୯
[୮] "କୋର୍ଧ ତ୍ଯାଗ କର। କୋପ ତ୍ଯାଗ କର। ଏତେ ଅର୍ଧୈୟ୍ଯ ହୁଅ ନାହିଁ, ୟାହାଫଳରେ ତୁମ୍ଭେ ମଧ୍ଯ ମନ୍ଦକାର୍ୟ୍ଯ କରି ବସିବ।"[୯] "କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରନ୍ତି, ସମାନେେ ସମଗ୍ର ଭୂମିକୁ ନିଯନ୍ତ୍ରଣ କରିପାରିବେ। ଏହା ପରମେଶ୍ବର ସମାନଙ୍କେଠାରେ ପ୍ରତିଜ୍ଞା କରିଛନ୍ତି।"

भजन संहिता ୭:୧୧
"ପରମେଶ୍ବର ହେଉଛନ୍ତି ଧର୍ମମଯ ବିଚାରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ୟ୍ଯ ପାଇଁ କୋର୍ଧ କରନ୍ତି।"

२ राजा ୧୧:୯-୧୦
[୯] "ୟିହୋଯାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ଯକ୍ଷମାନେ ତଦନୁସା ରେ ପାଳନ କଲେ। ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନ ରେ କାର୍ୟ୍ଯକୁ ଯାଉଥିଲେ ଓ ଯେଉଁମାନେ କାର୍ୟ୍ଯକୁ ନଯାଉଥିଲେ, ଏହି ଲୋକମାନେ ୟିହୋଯାଦା ଯାଜକ ନିକଟକୁ ଗଲେ।"[୧୦] "ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିର ରେ ରଖିଥିଲେ, ଯାଜକ ସେସବୁ କାଢି ସମାନଙ୍କେୁ ଦଇେ ଦେଲେ।"

२ राजा ୧୭:୧୮
"ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।"

नीतिवचन ୧୪:୨୯
"ଯେ କୋରଧ ରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ୟିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।"

Odia Bible 1840
Public Domain: Odia 1840