A A A A A

स्वर्गदूत और राक्षस: [संरक्षक एन्जिल्स]


१ कुरिन्थियों ୪:୯
"କିନ୍ତୁ ମାରେ ମନେ ହୁଏ ଯେ, ପରମେଶ୍ବର ଆମ୍ଭ ପ୍ ରରେିତମାନଙ୍କୁ ସର୍ବଶଷେ ରେ ରଖିଅଛନ୍ତି। ଆମ୍ଭମାନେେ ଯେପରି ମୃତ୍ଯୁଦଣ୍ଡ ରେ ଦଣ୍ଡିତ କରା ହାଇେଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ବର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖ ରେ ଆମ୍ଭମାନେେ ଯେପରି ଏକ ନାଟକ କରୁଛୁ।"

१ यूहन्ना ୪:୧
"ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।"

प्रेरितों के काम ୮:୨୬
"ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଫିଲିପ୍ପଙ୍କୁ କହିଲେ, ପ୍ରସ୍ତୁତ ହୁଅ। ୟିରୁଶାଲମରୁ ମରୁଭୂମି ଦଇେ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସହେି ରାସ୍ତା ରେ ଯାଅ।"

प्रेरितों के काम ୧୨:୧୫
"ବିଶ୍ବାସୀମାନେ ରୋଦର କଥା ଶୁଣି ତାହାକୁ କହିଲେ, ତୁ ପାଗଳୀ, କିନ୍ତୁ ସେ ତା କଥା ସତ୍ଯ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସମାନେେ କହିଲେ, ସେ ନିଶ୍ଚୟ ପିତରଙ୍କର ଦୂତ।"

कुलुस्सियों ୨:୧୮
"କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।"

दानिय्येल ୯:୨୧
"ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।"

होशे ୧୦:୧୩
"କିନ୍ତୁ ତୁମ୍ଭମାନେେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭମାନେେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ଯାର ଫଳ ତୁମ୍ଭେ ଭକ୍ଷଣ କଲ। କାହିଁକି? କାରଣ ତୁମ୍ଭମାନେେ ତୁମ୍ଭ ଶକ୍ତି ଓ ସୈନ୍ଯବାହିନୀ ଉପ ରେ ବିଶ୍ବାସ ରଖିଛ।"

होशे ୧୨:୧
"ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।"

इब्रानियों 1:14
"ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।"

इब्रानियों ୧୩:୨
"ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।"

यहूदा ୧:୬-୯
[୬] "ତୁମ୍ଭେ ସହେି ସ୍ବର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସମାନେେ ତାହାକୁ ରଖିପାରିଲେ ନାହିଁ। ସମାନେେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସମାନଙ୍କେୁ ଅନ୍ଧକାର ରେ ରଖିଛନ୍ତି। ସମାନେେ ଅନନ୍ତକାଳୀନ ବନ୍ଧନ ରେ ବନ୍ଧା ହାଇେଛନ୍ତି। ସେ ସମାନଙ୍କେୁ ମହାବିଚାର ଦିନ ପର୍ୟ୍ଯନ୍ତ ରଖିଛନ୍ତି।"[୭] "ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।"[୮] "ତୁମ୍ଭମାନଙ୍କ ଦଳ ରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସମାନେେ ସ୍ବପ୍ନ ଦ୍ବାରା ପରିଚାଳିତ ହୁଅନ୍ତି। ସମାନେେ ନିଜ ଶରୀରକୁ ପାପ କାର୍ୟ୍ଯ ରେ ଦୂଷିତ କରନ୍ତି। ସମାନେେ ପରମେଶ୍ବରଙ୍କର କତ୍ତୃର୍ତ୍ବକୁ ଅସ୍ବୀକାର କରନ୍ତି ଓ ଗୌରବମୟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ବହୁତ ମନ୍ଦ କଥା କହନ୍ତି।"[୯] "ପ୍ରଧାନ ସ୍ବର୍ଗଦୂତ ମୀଖାଯଲେ ମଧ୍ଯ ଏହା କରି ନ ଥିଲେ। ସେ ମାଶାଙ୍କେ ଶରୀର ନବୋ ବିଷୟ ରେ ଶୟତାନ ସହିତ ୟୁକ୍ତି କରିଥିଲେ। କିନ୍ତୁ ମୀଖାଯଲେ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।"

लूका ୧୬:୨୨
"ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।"

मत्ती ୧୮:୧୦
"ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।"

भजन संहिता ୩୪:୭
"ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।"

भजन संहिता ୯୧:୧୧
"ପରମେଶ୍ବର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦବେେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ଯ, ସମାନେେ ତୁମ୍ଭକୁ ସୁରକ୍ଷା ଦବେେ।"

भजन संहिता ୧୦୩:୨୦
"ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।"

प्रकाशित वाक्य ୫:୧୧
"ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।"

प्रकाशित वाक्य ୧୯:୧୦
"ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମାେତେ କହିଲେ, ମାେତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ବାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ବରଙ୍କର ଜଣେ ସବେକ ମାତ୍ର। ତେଣୁ ପରମେଶ୍ବରଙ୍କୁ ଉପାସନା କର ! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ଯ ଦେଉଛି ଭବିଷ୍ଯତ୍ ବାଣୀର ମୂଳ ଆତ୍ମା ସ୍ବରୂପ।"

जकर्याह ୫:୯
"ତା'ପ ରେ ମୁଁ ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସମାନେେ ଉଡି ଆସିଲେ ଏବଂ ସମାନଙ୍କେ ପକ୍ଷ ରେ ପବନ ଥିଲା। ସମାନେେ ସେ ମାପିବାର ଟୋକଇକେୁ ଉଠାଇଲେ ପୃଥିବୀ ଓ ସ୍ବର୍ଗ ମଧିଅରେ ବୋହି ନେଲେ।"

Odia Bible 1840
Public Domain: Odia 1840