A A A A A

स्वर्गदूत और राक्षस: [शैतान]


१ यूहन्ना ୪:୪
"ପିଲାମାନେ !ତୁମ୍ଭମାନେେ ପରମେଶ୍ବରଙ୍କର ଅଟ। ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠା ରେ ଥିବା ଶୟତାନଠାରୁ ମଧ୍ଯ ମହାନ୍।"

१ तीमुथियुस ୪:୧
"ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।"

२ कुरिन्थियों ୨:୧୧
"ଏପରି କରିବା ଉଦ୍ଦେଶ୍ଯ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟ ରେ ଅତି ଭଲ ଭାବରେ ଜାଣୁ।"

२ कुरिन्थियों ୪:୪
"ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦଇେଛି। ତେଣୁ ସମାନେେ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଦେଖି ପାରନ୍ତି ନାହିଁ।"

याकूब ୨:୧୯
"ତୁମ୍ଭେ ବିଶ୍ବାସ କର ଯେ, କବଳେ ଜଣେ ପରମେଶ୍ବର ଅଛନ୍ତି ; ଭଲ କଥା କିନ୍ତୁ ଭୂତମାନେ ମଧ୍ଯ ଏହା ବିଶ୍ବାସ କରନ୍ତି ଓ ଭୟ ରେ ଥରହର ହୁଅନ୍ତି।"

अय्यूब ୪:୧୫
"ଏହି ସମୟରେ ଗୋଟାଏ ଆତ୍ମା ମାରେ ମୁହଁ ସମ୍ମୁଖ ରେ ଚାଲିଗଲା ଏବଂ ମାରେ ରୋମ ଟାଙ୍କୁରି ଉଠିଲା।"

मत्ती ୮:୩୧
"ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦହରେୁ ତଡି ଦବୋକୁ ଚାହୁଁଛ, ତବେେ ଆମ୍ଭକୁ ଘୁଷୁରୀ ପଲ ରେ ଛାଡିଦିଅ।"

मत्ती ୧୨:୪୫
"ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।"

लूका ୮:୩୦
"ଯୀଶୁ ତା'କୁ ପଚାରିଲେ, ତୋର ନାମ କ'ଣ?"

प्रकाशित वाक्य ୨୦:୧୦
"ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।"

१ कुरिन्थियों ୧୦:୨୦-୨୧
[୨୦] "କିନ୍ତୁ ମାେ କହିବା କଥା ଯେ, ତୁମ୍ଭମାନେେ ଭୂତମାନଙ୍କ ସହିତ କୌଣସି କାର୍ୟ୍ଯ ରେ ଅଂଶ ଗ୍ରହଣ ନ କର। କିନ୍ତୁ ମଁ କୁ ହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାୟଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ବରଙ୍କରୁ ନୁହେଁ। ଏବଂ ମୁଁ ଚା ହେଁ ତୁମ୍ଭମାନେେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ।"[୨୧] "ତୁମ୍ଭମାନେେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ଯ ପିଇ ପାରିବ ନାହିଁ। ସହେିପରି ପ୍ରଭୁଙ୍କ ମଜେ ଓ ଶୟତାନର ମଜେ ଉଭୟର ଅଂଶୀଦାର ହାଇେ ବସି ପାରିବ ନାହିଁ।"

भजन संहिता ୧୦୬:୩୭-୩୮
[୩୭] "ଏପରିକି ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର ପିଲାମାନଙ୍କୁ ଅନ୍ୟ ଦବେତାଙ୍କ ନିକଟରେ ବଳି ଦେଲେ।"[୩୮] "ପରମେଶ୍ବରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ଯା କଲେ। ସମାନେେ ମଧ୍ଯ ସମାନଙ୍କେ ନିଜ ସନ୍ତାନମାନଙ୍କୁ ହତ୍ଯା କରି ମିଥ୍ଯା ଦବଗେଣ ନିକଟରେ ବଳି ଦେଲେ। ତଣେୁ ଭୂମି, ହତ୍ଯା ପାପରେ ଦୂଷିତ ହାଇଗେଲା।"

अय्यूब ୧:୨୦-୨୧
[୨୦] "ଆୟୁବ ଯେତବେେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦଲୋ ଏବଂ ଦୁଃଖ ଓ ଗ୍ଲାନି ରେ ଲଣ୍ଡା ହାଇପେଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ବରଙ୍କୁ ଉପାସନା କରିବାକୁ ଲାଗିଲା।"[୨୧] "ସେ ପ୍ରାର୍ଥନା କରି କହିଲା,"

इफिसियों ୬:୧୦-୧୨
[୧୦] "ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।"[୧୧] "ପରମେଶ୍ବରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ବାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧ ରେ ସଂଘର୍ଷ କରି ପାରିବ।"[୧୨] "ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ ରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ ରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ ରେ ଆମ୍ଭେ ସଂଘର୍ଷ କରୁଛୁ।"

यशायाह ୧୪:୧୨-୧୫
[୧୨] "ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତ ରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛଦନେ କରାୟାଇଛି।"[୧୩] "ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।"[୧୪] "ଆମ୍ଭେ ମେଘମାଳାର ଉଚ୍ଚସ୍ଥଳ ରେ ଉପରକୁ ଉଠିବା ଏବଂ ପରମେଶ୍ବରଙ୍କ ତୁଲ୍ଯ ସର୍ବୋପରିସ୍ଥ ହବୋ।'"[୧୫] "କିନ୍ତୁ ତାହା ଘଟିଲା ନାହିଁ। ତୁମ୍ଭେ ଈଶ୍ବରଙ୍କ ସହିତ ସ୍ବର୍ଗକୁ ୟାଇ ନ ଥିଲ। ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଚାଲି ୟାଇଥିଲ।"

प्रेरितों के काम ୧୯:୧୩-୧୬
[୧୩] "ଭୂତାତ୍ମାକୁ ଦୂର କରିବାପାଇଁ ଏଣତେଣେେ ବୁଲୁଥିବା କେତକେ ଯିହୂଦୀୟମାନେ ମଧ୍ଯ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ଯବହାର କରିବାପାଇଁ ଚେ଼ଷ୍ଟା କଲେ। ସମାନେେ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚ଼ାର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମ ରେ ଆଦେଶ ଦେଉଛି।"[୧୪] "ସ୍କବୋଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କବୋ ଜଣେ ଯିହୂଦୀୟ ମୁଖ୍ଯ ଯାଜକ ଥିଲେ।"[୧୫] "କିନ୍ତୁ ଜଣେ ଭୂତାତ୍ମା ସମାନଙ୍କେୁ କହିଲା, ମୁଁ ଯୀଶୁଙ୍କୁ ଚିନ୍ନେ ଓ ପାଉଲଙ୍କୁ ମଧ୍ଯ ଜାଣେ। କିନ୍ତୁ ତୁମ୍ଭମାନେେ କିଏ?"[୧୬] "ଏହା କହି ସହେି ଭୂତାତ୍ମା ଥିବା ଲୋକଟି ସମାନଙ୍କେ ଉପରେ ଡ଼ଇେଁ ପଡ଼ିଲା। ସେ ସମାନଙ୍କେୁ ମାରି ପରାସ୍ତ କଲା। ତେଣୁ ସମାନେେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହାଇେ ଦୌଡ଼ି ଚ଼ାଲିଗଲେ।"

२ पतरस ୨:୪-୧୦
[୪] "ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।"[୫] "ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।"[୬] "ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।"[୭] "କିନ୍ତୁ ସହେି ନଗର ମଧ୍ଯରୁ ପରମେଶ୍ବର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହତେୁ ସେ ଦୁଃଖ ପାଉଥିଲେ।"[୮] "ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସହେି ମନ୍ ଦଲୋକଙ୍କ ମଧିଅରେ ବାସ କରୁଥିଲେ। ସମାନଙ୍କେର ମନ୍ଦ ବିଷୟଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟ ରେ ଆଘାତ ପାଉଥିଲେ।"[୯] "ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।"[୧୦] "ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।"

प्रकाशित वाक्य ୯:୧-୭
[୧] "ଏହାପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତବେେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସହେି ତାରାକୁ ପାତାଳ ଅତଳ ଗହ୍ବର ରେ ପ୍ରବେଶ ଦ୍ବାରର ଚାବି ଦିଆଗଲା।"[୨] "ସହେି ତାରା ପାତାଳର ପ୍ରବେଶ ଦ୍ବାର ଖାଲିେଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲାଭଳି ସହେି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସହେି ଧୂଆଁ ଦ୍ବାରା ସୂର୍ୟ୍ଯ ଓ ଆକାଶ ଅନ୍ଧକାରମୟ ହାଇଗେଲା ଓ"[୩] "ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।"[୪] "ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳ ରେ ପରମେଶ୍ବରଙ୍କର ମୁଦ୍ରା ନାହିଁ, କବଳେ ସହେି ଲୋକମାନଙ୍କର କ୍ଷତି କରିବାକୁ ସମାନଙ୍କେୁ କୁହାଗଲା।"[୫] "କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।"[୬] "ସହେି ସମୟରେ ଲୋକମାନେ ମରଣ ଚାହିଁଲେ, କିନ୍ତୁ ମରିପାରିବେ ନାହିଁ। ମରଣ ଖାଜେିବା ସତ୍ତ୍ବେ ମରଣ ସମାନଙ୍କେୁ ମିଳିବ ନାହିଁ।"[୭] "ସହେି ପଙ୍ଗପାଳମାନେ ୟୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ବପରି ଥିଲେ। ସମାନଙ୍କେର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦଖାଯାେଉଥିବା କିଛି ଥିଲା। ସମାନଙ୍କେର ମୁହଁ ମଣିଷ ପରି ଥିଲା।"

मरकुस ୧:୨୧-୨୭
[୨୧] "ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।"[୨୨] "ଯୀଶୁଙ୍କ ଶିକ୍ଷା ଶୁଣି ସଠାେକାର ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ଯୀଶୁ ସମାନଙ୍କେୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦଇେ ଜଣେ ଅଧିକାର ପାଇଥିବା ବ୍ଯକ୍ତିଙ୍କ ଭଳି ଶିକ୍ଷା ଦେଲେ।"[୨୩] "ଯୀଶୁ ସମାଜଗୃହ ରେ ଥିବା ସମୟରେ ସଠାେରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦହେ ରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା,"[୨୪] " ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।"[୨୫] "ଯୀଶୁ ଭର୍ତ୍ସନା କରି କହିଲେ, ଚୁପ୍ କର, ଏହି ଠାରୁ ବାହାରିଯା।"[୨୬] "ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦଲୋ। ତା'ପରେ ସେ ଖୁବ୍ ଜାରେ ରେ ଚିତ୍କାର କରି ସହେି ଲୋକଟି ଭିତରୁ ବାହାରି ଗଲା।"[୨୭] "ଏହା ଦେଖି ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଏଠା ରେ କ'ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି। ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ଯ ଆଜ୍ଞା ଦେଉଛି ଓ ଭୂତମାନେ ତା' କଥା ମାନୁଛନ୍ତି।"

मत्ती ୭:୧୪-୨୦
[୧୪] "ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।"[୧୫] "ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।"[୧୬] "ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।"[୧୭] "ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,"[୧୮] "ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।"[୧୯] "ଯେଉଁ ଗଛ ରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ।"[୨୦] "ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।"

लूका ୪:୩୧-୪୧
[୩୧] "ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।"[୩୨] "ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ।"[୩୩] "ସହେି ସମାଜଗୃହ ରେ ଥିବା ଜଣେ ଲୋକ ଦହେ ରେ ଦୁଷ୍ଟାତ୍ମା ଆସି ରହିଥଲା। ସେ ବଡପାଟି ରେ ଚିତ୍କାର କରି କହିଲା,"[୩୪] " ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି।"[୩୫] "ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।"[୩୬] "ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।"[୩୭] "ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।"[୩୮] "ଯୀଶୁ ସମାଜଗୃହ ଛାଡି ଶିମାନଙ୍କେ ଘରକୁ ଗଲେ। ଶିମାନଙ୍କେ ଶାଶୁଙ୍କୁ ଭୟଙ୍କର ଜ୍ବର ହାଇେଥିଲା। ସମାନେେ ଯୀଶୁଙ୍କୁ, ତାହାଙ୍କୁ ସାହାୟ୍ଯ କରିବା ପାଇଁ କହିଲେ।"[୩୯] "ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।"[୪୦] "ସୂର୍ୟ୍ଯ ଅସ୍ତ ହାଇଯେିବା ପରେ ଲୋକମାନେ ସମାନଙ୍କେର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନଙ୍କେଠା ରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସମାନଙ୍କେୁ ସୁସ୍ଥ କରି ଦେଲେ।"[୪୧] "ଆଉ ମଧ୍ଯ ସମାନଙ୍କେ ମଧିଅରେ ଥିବା ଅନକଙ୍କେ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, ତୁମ୍ଭେ ପରମେଶ୍ବରଙ୍କର ପୁତ୍ର। କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠାେର ଆଜ୍ଞା ଦେଲେ। କାରଣ ସହେି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ବଯଂ ଖ୍ରୀଷ୍ଟ।"

इफिसियों ୬:୧-୧୮
[୧] "ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।"[୨] "କାରଣ ଦଶ ଆଜ୍ଞା ମଧ୍ଯରୁ ଗୋଟିଏ ଆଜ୍ଞା ହେଉଛି, ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।'284 ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ଯ ସଂୟୁକ୍ତ।"[୩] "ପ୍ରତିଜ୍ଞାଟି ଏହି : ଏହା କଲେ ତୁମ୍ଭେ ପୃଥିବୀ ରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।'285"[୪] "ହେ ପିତାମାନେ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦଇେ ସମାନଙ୍କେୁ ପ୍ରତିପାଳନ କର।"[୫] "ହେ ଦାସମାନେ ! ପୃଥିବୀ ରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ ରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।"[୬] "ମାଲିକ ଉପସ୍ଥିତ ଥିଲା ବେଳେ ତୁମ୍ଭେ ସମାନଙ୍କେୁ ଖୁସି କରିବା ପାଇଁ କବଳେ ଆଜ୍ଞା ପାଳନ କଲେ ହବେ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ୟ୍ଯ ବିଶ୍ବସ୍ତ ଭାବରେ ସବୁ ସମୟରେ କରିବାକୁ ହବେ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ଯ ହାଇେଛ, ଠିକ୍ ସହେିପରି ନିଜ ମାଲିକମାନଙ୍କର ମଧ୍ଯ ବାଧ୍ଯ ହବେ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ବର ଚାହାଁନ୍ତି, ତୁମ୍ଭେ ତାହା କରିବ।"[୭] "ତୁମ୍ଭର ସମସ୍ତ କର୍ତ୍ତବ୍ଯକୁ ଖୁସି ମନ ରେ କର ଓ ଏପରି ଭାବରେ କାର୍ୟ୍ଯ କର ଯେପରି ତୁମ୍ଭମାନେେ କବଳେ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସବୋ ମଧ୍ଯ କରୁଛ।"[୮] "ମନରେଖ, ପ୍ରେତ୍ୟକକ ବ୍ଯକ୍ତିଙ୍କୁ ସମସ୍ତ ଉତ୍ତମ କାର୍ୟ୍ଯ କରିଥିବା ହତେୁ ପରମେଶ୍ବର ପୁରସ୍କାର ଦବେେ। ଦାସ ହେଉ କି ସ୍ବାଧୀନ ହେଉ, ପ୍ରେତ୍ୟକକ ବ୍ଯକ୍ତି ନିଜର ଉତ୍ତମ କାର୍ୟ୍ଯ ନିମନ୍ତେ ପୁରସ୍କୃତ ହବେ।"[୯] "ହେ ମାଲିକଗଣ ! ଠିକ୍ ସହେି ଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ଯବହାର କର। ତାହାଙ୍କୁ ଧମକ ଦଇେ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସହେି ସମାନ ମାଳିକ ଯେ କି ସ୍ବର୍ଗ ରେ ଅଛନ୍ତି। ସହେି ମାଲିକ (ପରମେଶ୍ବର) କୌଣସି ପକ୍ଷପାତ ବିଚାର କରନ୍ତି ନାହିଁ।"[୧୦] "ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।"[୧୧] "ପରମେଶ୍ବରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ବାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧ ରେ ସଂଘର୍ଷ କରି ପାରିବ।"[୧୨] "ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ ରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ ରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ ରେ ଆମ୍ଭେ ସଂଘର୍ଷ କରୁଛୁ।"[୧୩] "ସେଥିପାଇଁ ପରମେଶ୍ବରଙ୍କର ସମ୍ପୂର୍ଣ୍ଣ ୟୁଦ୍ଧସାଜ ତୁମ୍ଭମାନେେ ପିନ୍ଧିବା ଆବଶ୍ଯକ ଅଟେ। ତବେେ ଯାଇ ମନ୍ଦଶକ୍ତିର ରାଜତ୍ବ ବଳେ ରେ ତୁମ୍ଭେ ଦୃଢ଼ତା ସହକା ରେ ପ୍ରତି ରୋଧ କରି ଅଟଳ ହାଇେ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ଯ ତୁମ୍ଭେ ଅଟଳ ହାଇେ ରହିବ।"[୧୪] "ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।"[୧୫] "ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହାଇେ ରୁହ, ଏଥିପାଇଁ, ପାଦ ରେ ଶାନ୍ତି ଦାୟକ ସୁସମାଚାରର ଜୋତା ପିନ୍ଧ।"[୧୬] "ଏହା ସହିତ ବିଶ୍ବାସର ଢ଼ାଲ ମଧ୍ଯ ବ୍ଯବହାର କର। ତାହାଦ୍ବାରା ତୁମ୍ଭେ ଶୟତାନର ସମସ୍ତ ଜ୍ବଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ।"[୧୭] "ପରମେଶ୍ବର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ର ଆତ୍ମାଙ୍କ ଖଡ୍ଗ ଗ୍ରହଣ କର, ସହେି ଖଡ୍ଗ ହେଉଛି ପରମେଶ୍ବରଙ୍କ ଉପଦେଶ।"[୧୮] "ଆତ୍ମାଙ୍କ ସାହାୟ୍ଯ ରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ବରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।"

Odia Bible 1840
Public Domain: Odia 1840