A A A A A

स्वर्गदूत और राक्षस: [आर्च देवदूत]


यहूदा ୧:୯
"ପ୍ରଧାନ ସ୍ବର୍ଗଦୂତ ମୀଖାଯଲେ ମଧ୍ଯ ଏହା କରି ନ ଥିଲେ। ସେ ମାଶାଙ୍କେ ଶରୀର ନବୋ ବିଷୟ ରେ ଶୟତାନ ସହିତ ୟୁକ୍ତି କରିଥିଲେ। କିନ୍ତୁ ମୀଖାଯଲେ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।"

दानिय्येल ୧୦:୧୩-୨୧
[୧୩] "ମାତ୍ର ପାରସ୍ଯ ରାଜ୍ଯର ରାଜକୁମାର ଏକୋଇଶ ଦିନ ପର୍ୟ୍ଯନ୍ତ ଆମ୍ଭକୁ ବାଧା ଦଲୋ, ଆଉ ଦୂତମାନଙ୍କ ମଧିଅରେ ପ୍ରଧାନ ମୀଖାଯଲେ ମାେତେ ସାହାୟ୍ଯ କରିବାକୁ ଆସିଲେ। କାରଣ ପାରସ୍ଯର ରାଜକୁମାର ମାେତେ ପଛରୁ ଟାଣି ଧରିଥିଲା।"[୧୪] "ଏବେ ଭବିଷ୍ଯତ ରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦବୋପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ଯତ ବିଷଯ ରେ ଅଟେ।'"[୧୫] " ସେ ମାେତେ ଏହା କହିଲା ପ ରେ ମୁଁ ଭୂମିରେ ମୁହଁ ମାଡି ଅବାକ୍ ହାଇେ ରହିଲି।"[୧୬] "ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ମାରେ ଓଷ୍ଠଧାର ସ୍ପର୍ଶ କଲେ। ମାେ ସମ୍ମୁଖ ରେ ଛିଡା ହାଇେଥିବା ଲୋକକୁ ମୁଁ କହିଲି, ' ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମାରେ ବଦନୋ ମାେତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁନାହିଁ।"[୧୭] "ମୁଁ ଦାନିୟେଲ, ପ୍ରଭୁଙ୍କର ଦାସ। କିପରି ମାରେପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିବି। ମାରେ ଶକ୍ତି ନାହିଁ, ଏପରିକି ମୁଁ ନିଶ୍ବାସ ନଇେ ପାରୁନାହିଁ।'"[୧୮] " ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ପୁନର୍ବାର ମାେତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହଲିେ।"[୧୯] "ପୁଣି ସେ କହିଲେ, ' ହେ ଦାନିୟେଲ, ପରମେଶ୍ବର ତୁମ୍ଭକୁ ଅତ୍ଯଧିକ ପ୍ ରମେ କରନ୍ତି, ତୁମ୍ଭେ ଭୟ କରନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।'"[୨୦] " ତେଣୁ ସେ କହିଲେ, ' ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ଯର ଅଧିପତି ସଙ୍ଗେ ୟୁଦ୍ଧ କରିବାକୁ ଫରେିୟିବା। ଆଉ ଆମ୍ଭେ ଗଲାପ ରେ ଗ୍ରୀସର ଅଧିପତି ଆସିବ।"[୨୧] "ମାତ୍ର ପବିତ୍ର ପୁସ୍ତକରେ ଯାହା ଲିଖିତ ଅଛି ଆମ୍ଭେ ତୁମ୍ଭକୁ ଜଣାଇବୁ। କବଳେ ମୀଖାଯଲେ ମାେତେ ସହେି ଦୁଷ୍ଟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ସାହାୟ୍ଯ କରିବା ପାଇଁ ସଠାେ ରେ ଅଛନ୍ତି। ମୀଖାଯଲେ ହେଉଛନ୍ତି ତୁମ୍ଭର ଲୋକମାନଙ୍କର ରାଜକୁମାର।"

दानिय्येल ୧୨:୧
"ସହେି ଲୋକଟି ଦର୍ଶନ ରେ କହିଲେ, 'ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ୟିହୁଦୀଙ୍କ, ତତ୍ତ୍ବାବଧାରକ ରୂପେ ମୀଖାଯଲେ ମୁଖ୍ଯ ଅଧିପତିରୂପେ ଠିଆ ହବେେ। ମନୁଷ୍ଯ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ୟ୍ଯନ୍ତ ଯେଉଁ ପ୍ରକାର ସଂକଟର କାଳ କବେେ ହାଇନୋହିଁ। ଆଉ ତୁମ୍ଭ ୟିହୁଦୀଯ ଗୋଷ୍ଠୀଯ ଯେଉଁ ପ୍ରେତ୍ୟକକର ନାମ ପୁସ୍ତକରେ ଲିଖିତ ହାଇେଅଛି, ସମାନେେ ପ୍ରେତ୍ୟକକ ସେ ସମୟରେ ଉଦ୍ଧାର ପାଇବେ।"

१ थिस्सलुनीकियों ୪:୧୬
"ସ୍ବର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତବେେଳେ ଉଚ୍ଚ ସ୍ବର ରେ ଏକ ଆଦେଶ ହବେ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରମେଶ୍ବରଙ୍କ ତୂରୀନାଦ ମାଧ୍ଯମ ରେ ଏହି ଆଦେଶ ଦିଆ ହବେ। ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଥାଇ ମରିଛନ୍ତି, ସମାନେେ ପ୍ରଥମ ରେ ପୁନରୁତ୍ଥିତ ହବେେ।"

दानिय्येल ୯:୨୧
"ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।"

दानिय्येल ୮:୧୧-୧୬
[୧୧] "ଆଉ ସହେି ଶିଙ୍ଗଟି ଅତି ବଳିଷ୍ଠ ହାଇେ ପରମେଶ୍ବରଙ୍କ ସ୍ବର୍ଗୀଯ ସୈନ୍ଯମାନଙ୍କ ଦଳପତି ବିରୁଦ୍ଧ ରେ ଗଲା, ଏହା ତାଙ୍କଠାରୁ ଦୈନ୍ଯଦିନ ହାମାେର୍ଥକ ବଳି ଛଡଇେ ନଲୋ ଓ ମନ୍ଦିରକୁ ଧ୍ବଂସ କଲା।"[୧୨] "ତା'ପ ରେ ନିତ୍ଯ ହାମବେଳି ବିରୁଦ୍ଧ ରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ଯକୁ ତଳେ ପକାଇ ଦଲୋ, ଯାହା ଇଚ୍ଛା ତାହା କଲା।"[୧୩] "ତା'ପ ରେ ଏକ ପବିତ୍ର ସ୍ବର୍ଗଦୂତ କହିବାର ମୁଁ ଶୁଣିଲି। ତା'ପ ରେ ଅନ୍ୟ ଏକ ସ୍ବର୍ଗଦୂତ ଏହି ଦୂତକୁ ପଚାରିଲେ, କେତଦେିନ ପର୍ୟ୍ଯନ୍ତ ନିତ୍ଯ ହାମବେଳି ବିରୁଦ୍ଧ ରେ ଏହି ଦର୍ଶନ ରହିବ ଏବଂ କେତକୋଳ ପର୍ୟ୍ଯନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହବୋକୁ ଅନୁମତି ହାଇେଛି?"[୧୪] "ଅନ୍ୟ ପବିତ୍ର ବ୍ଯକ୍ତି ଉତ୍ତର କଲେ, ଏହା 2,300 ଦିନ ପର୍ୟ୍ଯନ୍ତ ଗ୍ଭଲିବ। ତା'ପ ରେ ଧର୍ମଧାମ ପ୍ରତିଷ୍ଠିତ ହବେ।"[୧୫] "ଅନନ୍ତର ମୁଁ ଦାନିୟେଲ, ଏହି ଦର୍ଶନ ପାଇଲା ପ ରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ଯ ପରି ଦଖାଯାେଉଥିବା ପ୍ରାଣୀ ମାେ ସମ୍ମୁଖ ରେ ଆର୍ବିଭାବ ହୋଲା।"[୧୬] "ପୁଣି ଉଲଯ ନଦୀ ମଧ୍ଯରୁ ମୁଁ ଏକ ମନୁଷ୍ଯର ସ୍ବର ଶୁଣିଲି। ସେ ଡାକି କହିଲା, ହେ ଗାବ୍ରିଯଲେ, ଏହି ମନୁଷ୍ଯକୁ ଦର୍ଶନର ତାତ୍ପର୍ୟ୍ଯ ବୁଝାଇ ଦିଅ।"

प्रकाशित वाक्य ୧୨:୭-୯
[୭] "ଏହିପରି ସମୟରେ ସ୍ବର୍ଗ ରେ ୟୁଦ୍ଧ ହେଲା। ମୀଖାଯଲେ ଓ ତାହାଙ୍କର ଦୂତଗଣ ସହେି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସାପ ତା'ର ଦୂତମାନଙ୍କ ସହତ ପ୍ରତିୟୁଦ୍ଧ କଲା।"[୮] "କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ବର୍ଗ ରେ ସ୍ଥାନ ହରାଇଲେ।"[୯] "ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।"

लूका ୧:୨୬
"ଏଲୀଶାବେଥଙ୍କର ଗର୍ଭର ଷଷ୍ଠମାସ ଚାଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତ ରେ ବାସ କରୁଥିବା ଜଣେ କୁମାରୀକନ୍ଯା ପାଖକୁ ପରମେଶ୍ବର ଦୂତ ଗାବ୍ରୀଯଲଙ୍କେୁ ପଠାଇଲେ।"

इब्रानियों ୧:୧୪
"ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।"

यहोशू ୫:୧୩-୧୫
[୧୩] "ଯେତବେେଳେ ଯିହାଶୂେୟ ଯିରୀହାେ ନିକଟରେ ଛିଡା ହାଇେଥିଲେ, ତାଙ୍କ ସମ୍ମକ୍ସ୍ଟଖ ରେ ଏକ ଲୋକ ଛିଡା ହାଇେଥିଲା। ସେ ଲକ୍ଷ୍ଯ କଲେ ଲୋକଟି ତା'ହାତ ରେ ଏକ ଖଣ୍ତା ଟାଣି ବାହାର କଲା। ଯିହାଶୂେୟ ତା'ର ନିକଟକକ୍ସ୍ଟ ଗଲେ ଓ ପଚାରିଲେ, ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧକ୍ସ୍ଟ ନା ଶତୃ?"[୧୪] "ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।"[୧୫] "ସଦାପ୍ରଭୁଙ୍କର ସୈନ୍ଯ ଦଳର ସନୋପତି ଉତ୍ତର ଦେଲେ, ତକ୍ସ୍ଟମ୍ଭ ପାଦରକ୍ସ୍ଟ ପାଦୂକା କାଢ, କାରଣ ଯେଉଁ ସ୍ଥାନ ରେ ତୁମ୍ଭେ ଛିଡା ହାଇେଅଛ, ସେ ସ୍ଥାନ ପବିତ୍ର। ତେଣୁ ୟିହୋଶୂଯ ସହେିପରି କଲେ।"

मत्ती ୧୮:୧୦
"ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।"

निर्गमन ୩:୨
"ସହେି ପର୍ବତ ରେ, ମାଶାେ ଦେଖିଲେ ସଦାପ୍ରଭୁଙ୍କର ଏକ ଦୂତ ଏକ ଜ୍ବଳନ୍ତା ବୁଦା ମଧିଅରେ ଥିଲା। ମାଶାେ ଦେଖିଲେ, ବୁଦା ରେ ଅଗ୍ନି ଲଗିଥିଲେ ମଧ୍ଯ ତାହା ଧ୍ବଂସ ହେଉ ନଥିଲା।"

प्रकाशित वाक्य 1:4
"ଏସିଆ ପ୍ରଦେଶର ସାତାଟେି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି : ଯେଉଁ ଈଶ୍ବର ଅତୀତ ରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ଯତ୍ ରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖ ରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।"

मत्ती 22:30
For in the resurrection they neither marry nor are given in marriage, but are like angels in heaven.

अय्यूब 1:6
Now there was a day when the sons of God came to present themselves before the LORD, and Satan also came among them.

लूका 20:36
for they cannot die anymore, because they are equal to angels and are sons of God, being sons of the resurrection.

English Standard Version (ESV)
The Holy Bible, English Standard Version. ESV® Permanent Text Edition® (2016). Copyright © 2001 by Crossway Bibles, a publishing ministry of Good News Publishers.