A A A A A

अतिरिक्त: [नरभक्षण का]


यिर्मयाह ୧୯:୯
"ଶତ୍ରୁଗଣ ସମାନଙ୍କେ ନଗରକୁ ଅବରୋଧ କରିବେ ଓ ସମାନଙ୍କେୁ ଖାଦ୍ୟ ପାଇଁ ବାହାରକୁ ୟିବାକୁ ଦବେେ ନାହିଁ। ତେଣୁ ଲୋକମାନେ ଉପବାସ ରେ ରହିବେ ଓ କ୍ଷୁଧା ରେ ଆତୁର ହାଇେ ସଙ୍କଟ ସମୟରେ ପୁତ୍ର କନ୍ଯାର ମାଂସ ଭୋଜନ କରିବେ। ଆଉ ମଧ୍ଯ ଶଷେ ରେ ପରସ୍ପରକୁ ଭୋଜନ କରିବେ।'"

यहेजकेल ୫:୧୦
"ୟିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହବେ ଯେ ସମାନଙ୍କେ ମଧ୍ଯରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଚାର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶଷେ ସୀମା ରେ ଛିନ୍ନଭିନ୍ନ କରିବା।"

लैव्यव्यवस्था ୨୬:୨୯
"ତୁମ୍ଭମାନେେ ଏତେ କ୍ଷୁଧିତ ହବେ ଯେ ଆପଣା ପୁତ୍ର ଓ କନ୍ଯାମାନଙ୍କର ମାଂସ ଭୋଜନ କରିବ।"

२ राजा ୬:୨୮-୨୯
[୨୮] "ଆଉ ରାଜା ପଚାରିଲେ, ତୁମ୍ଭର ଦୁଃଖ କ'ଣ?"[୨୯] "ତେଣୁ ଆମ୍ଭମାନେେ ମାରେ ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀ ଲୋକକୁ କହିଲି, 'ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭମାନେେ ତାକୁ ମାରି ଖାଇବା।' କିନ୍ତୁ ସେ ତା' ପୁଅକୁ ଲୁଚାଇ ଅଛି।"

विलापगीत ୪:୧୦
"ସ୍ନହମେଯୀ ମାଆମାନେ ଆପଣା ପ୍ରିଯ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସମାନେେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତବେେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।"

विलापगीत ୨:୨୦
"ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହାପ୍ରତି ଏ ପ୍ରକାର ବ୍ଯବହାର କରିଅଛ ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଚାରୁଛି, କୌଣସି ମାଆ କ'ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷଣ କରିବ? ଯାଜକଗଣ ଓ ଭବିଷ୍ଯଦ୍ ବକ୍ତା କ'ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ନିହତ ହବେେ କି?"

व्यवस्था विवरण ୨୮:୫୩-୫୭
[୫୩] "ତୁମ୍ଭମାନେ ବହକ୍ସ୍ଟତ ଦକ୍ସ୍ଟଃଖ କଷ୍ଟ ଭୋଗ କରିବେ। ତକ୍ସ୍ଟମ୍ଭ ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦବେେ ନାହିଁ। ତୁମ୍ଭମାନେେ ଭୋକରେ ରହିବ। ତୁମ୍ଭମାନେେ ଏତେ ଭୋକରେ ରହିବ ଯେ ତୁମ୍ଭମାନେେ ଆପଣା ପକ୍ସ୍ଟତ୍ରକନ୍ଯାମାନଙ୍କୁ ଖାଇ ୟିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶକ୍ସ୍ଟ ସନ୍ତାନମାନଙ୍କୁ ତୁମ୍ଭମାନେେ ଭକ୍ଷଣ କରିବ।"[୫୪] "ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ଭଦ୍ ରେଲାକ ମଧ୍ଯ ଅତି କୃର ହାଇେ ଉଠିବ। ସେ ଅନ୍ୟମାନଙ୍କ ପାଇଁ ଅତି ନିଷ୍ଠକ୍ସ୍ଟର ହବେ। ସେ ମଧ୍ଯ ତା'ର ସ୍ତ୍ରୀ ପାଇଁ ନିଷ୍ଠକ୍ସ୍ଟର ହବେ ଯାହାକକ୍ସ୍ଟ ସେ ବହକ୍ସ୍ଟତ ଭଲ ପାଉଥିଲା। ଏବଂ ସେ ମଧ୍ଯ ତା'ର ପିଲାମାନଙ୍କ ପାଇଁ ନିଷ୍ଠକ୍ସ୍ଟର ହବେ।"[୫୫] "ସେ ତା'ର ପିଲାମାନଙ୍କର ମାଂସ ଖାଇୟିବ ଏବଂ ଆଉ କାହାକକ୍ସ୍ଟ ତାହା ଖାଇବାକକ୍ସ୍ଟ ଦବେ ନାହିଁ। ଏପରିକି ସେ ତା'ର ପରିବାର ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ଦବେ ନାହିଁ। ଏହା ସେ କରିବ, ଯେତବେେଳେ ତୁମ୍ଭମାନଙ୍କର ଶତୃଗଣ ତୁମ୍ଭମାନଙ୍କର ନଗରଗୁଡିକୁ କରାଯତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟ ରେ ୟନ୍ତ୍ରଣା ଦବେେ।"[୫୬] "ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ସ୍ତ୍ରୀଲୋକ ମଧ୍ଯ ନିଷ୍ଠକ୍ସ୍ଟର ହାଇେ ଉଠିବ। ସେ ତା'ର ଜୀବନକକ୍ସ୍ଟ ଏପରି ଉତ୍ସର୍ଗ କରିଥିଲା ଯେ ସେ କବେେ ତା'ର ପାଦ ପଦାକକ୍ସ୍ଟ ବାହାର କରି ନଥିଲା। ସେ ତା'ର ସ୍ବାମୀ, ତା'ର ପିଲାମାନଙ୍କ ପ୍ରତି ନିଷ୍ଠକ୍ସ୍ଟର ହବେ।"[୫୭] "ଏପରି ହବେ ସହେି ସ୍ତ୍ରୀ ଲୋକ ଯେଉଁ ପିଲାକକ୍ସ୍ଟ ଜନ୍ମ ଦବେ ତାକକ୍ସ୍ଟ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସେ ଖାଇ ପକାଇବ। ଯେତବେେଳେ ଶତୃମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସହେି ସମୟରେ ଏପରି କର୍ମମାନ ଘଟିବ।"

उत्पत्ति ୧:୨୬-୨୭
[୨୬] "ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।"[୨୭] "ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।"

२ कुरिन्थियों ୫:୮
"ଆମ୍ଭମାନେେ ଏହି ଶରୀରରୁ ଦୂରକୁ ୟିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହବୋକୁ ଅଧିକ ପସନ୍ଦ କରୁ।"

लूका ୧୬:୧୯-୨୬
[୧୯] "ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।"[୨୦] "ଲାଜାର ନାମ ରେ ଜଣେ ଅତି ଗରିବ ଲୋକ ଥିଲା। ତା' ଦହେ ଘା' ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖ ରେ ପଡି ରହୁଥିଲା।"[୨୧] "ଧନୀଲୋକ ଖାଇସାରିବା ପରେ ଯାହା ଛାଡି ଦିଏ ସହେି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଚାଟୁଥିଲେ।"[୨୨] "ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।"[୨୩] "ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।"[୨୪] "ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'"[୨୫] "କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।"[୨୬] "ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।"

प्रकाशित वाक्य ୨୦:୧୧-୧୫
[୧୧] "ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।"[୧୨] "ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।"[୧୩] "ସମୁଦ୍ର ଭିତ ରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସମାନଙ୍କେୁ ଦଇେ ଦଲୋ। ମୃତ୍ଯୁ ଓ ପାତାଳ ନିଜ ପାଖ ରେ ଥିବା ମୃତ ଲୋକମାନଙ୍କୁ ଦଇେ ଦଲୋ, ପ୍ରେତ୍ୟକକ ଲୋକକୁ ତା'ର କର୍ମଗୁଡ଼ିକ ଅନୁସାରେ ବିଚାର କରାଗଲା।"[୧୪] "ତା'ପରେ ମୃତ୍ଯୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷପେ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ବିତୀୟ ମୃତ୍ଯୁ ଅଟେ।"[୧୫] "ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲଖାେ ହାଇେଥିବାର ଦଖାଗେଲା ନାହିଁ, ତାହାକୁ ମଧ୍ଯ ଅଗ୍ନିମୟ ହ୍ରଦ ରେ ନିକ୍ଷପେ କରାଗଲା।"

व्यवस्था विवरण ୨୮:୫୩
"ତୁମ୍ଭମାନେ ବହକ୍ସ୍ଟତ ଦକ୍ସ୍ଟଃଖ କଷ୍ଟ ଭୋଗ କରିବେ। ତକ୍ସ୍ଟମ୍ଭ ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦବେେ ନାହିଁ। ତୁମ୍ଭମାନେେ ଭୋକରେ ରହିବ। ତୁମ୍ଭମାନେେ ଏତେ ଭୋକରେ ରହିବ ଯେ ତୁମ୍ଭମାନେେ ଆପଣା ପକ୍ସ୍ଟତ୍ରକନ୍ଯାମାନଙ୍କୁ ଖାଇ ୟିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶକ୍ସ୍ଟ ସନ୍ତାନମାନଙ୍କୁ ତୁମ୍ଭମାନେେ ଭକ୍ଷଣ କରିବ।"

१ कुरिन्थियों ୧୪:୩୪-୩୫
[୩୪] "ମଣ୍ଡଳୀର ସଭାମାନଙ୍କ ରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ବରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀ ରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀ ଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମାଶାଙ୍କେ ନିୟମାନୁଯାଯୀ ସମାନେେ ବଶୀଭୂତ ହାଇେ ରହିବା ଉଚିତ୍।"[୩୫] "ଯଦି ସ୍ତ୍ରୀ ମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା' ହେଲେ ସମାନେେ ନିଜ ସ୍ବାମୀଙ୍କୁ ଘ ରେ ପଚାରି ବୁଝି ପାରିବେ। ମଣ୍ଡଳୀ ସଭା ରେ ସ୍ତ୍ରୀ ଲୋକମାନଙ୍କ ପେଛ କିଛି କହିବା ଲଜ୍ଜାଜନକ ଅଟେ।"

लूका ୧:୩୭
"ପରମେଶ୍ବର ସବୁ କିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।"

यूहन्ना ୧:୧
"ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ।"

व्यवस्था विवरण ୨୮:୫୭
"ଏପରି ହବେ ସହେି ସ୍ତ୍ରୀ ଲୋକ ଯେଉଁ ପିଲାକକ୍ସ୍ଟ ଜନ୍ମ ଦବେ ତାକକ୍ସ୍ଟ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସେ ଖାଇ ପକାଇବ। ଯେତବେେଳେ ଶତୃମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସହେି ସମୟରେ ଏପରି କର୍ମମାନ ଘଟିବ।"

१ तीमुथियुस ୨:୧୧-୧୫
[୧୧] "ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ ହେଉ।"[୧୨] "ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦବୋ ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କତ୍ତୃର୍ତ୍ବ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଲୋକ ନୀରବ ହାଇେ ରହିବା ଦରକାର।"[୧୩] "କାରଣ ଆଦମ ପ୍ରଥମ ରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ।"[୧୪] "ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହାଇେଥିଲା। ଏବଂ ସେ ଜଣେ ପାପିନୀ ହାଇେଥିଲା।"[୧୫] "କିନ୍ତୁ ସ୍ତ୍ରୀମାନେ ସନ୍ତନା ପ୍ରସବ କରିବା ଦ୍ବାରା ପରିତ୍ରାଣ ପାଇବେ। ସମାନେେ ନିରନ୍ତର ବିଶ୍ବାସ, ପ୍ ରମେ, ପବିତ୍ରତା ଓ ଆତ୍ମସଂୟମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।"

१ तीमुथियुस ୫:୩-୧୬
[୩] "ପ୍ରକୃତ ରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ।"[୪] "କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସମାନେେ ପ୍ରଥମ ରେ ନିଜ ପରିବାର ପ୍ରତି ସମ୍ମାନଭାବ ଦଖାଇବୋ ଉଚିତ। ସମାନେେ ତାଙ୍କର ମାତାପିତାଙ୍କୁ ସାହାୟ୍ଯ କରିବା ଉଚିତ। ଏପରି କରିବା ଦ୍ବାରା ସମାନେେ ନିଜର ମାତାପିତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥାଆନ୍ତି। ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।"[୫] "ଯଦି ଜଣେ ବିଧବା ପ୍ରକୃତ ରେ ଏକୁଟିଆ ଓ ନିରାଶା ରେ ରହିଥାଏ, ତା' ହେଲେ ସେ ତା' ପ୍ରତି ପରମେଶ୍ବରଙ୍କର ସାହାୟ୍ଯ ଉପରେ ଭରସା କରେ। ସହେି ବିଧବାଟି ରାତିଦିନ ପରମେଶ୍ବରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାୟ୍ଯ ପାଇଁ ଅନୁ ରୋଧ କରେ।"[୬] "କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ଯ କବଳେ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ଯ ପ୍ରକୃତ ରେ ମୃତ।"[୭] "ସଠାେରେ ଥିବା ସମସ୍ତ ବିଶ୍ବାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା' ହେଲେ କହେି କହିବେ ନାହିଁ ଯେ ସମାନେେ ଭୁଲ୍ କରୁଛନ୍ତି।"[୮] "ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନବୋ ଜଣେ ଲୋକର କର୍ତ୍ତବ୍ଯ ଅଟେ। ଏପରିକି ଆଉ ମଧ୍ଯ ସେ ନିଜ ପରିବାରର ଯତ୍ନ ନବୋ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜଣେ ଲୋକ ସପରେି କରୁ ନାହିଁ, ତା ହେଲେ ସେ ଲୋକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। ସହେି ଲୋକ ଜଣେ ଅବିଶ୍ବାସୀଠାରୁ ମଧ୍ଯ ଖରାପ।"[୯] "ବିଧବା ତାଲିକା ( ସବୋକାର୍ୟ୍ଯ) ରେ ଆହୁରି ମଧ୍ଯ ଯୋଗ କରାଯାଇପା ରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତାଠାରୁ ଅଧିକ ବୟସର ହାଇେଥିବେ। ସେ କବଳେ ସ୍ବାମୀର ବିଶ୍ବସ୍ତ ହାଇେଥିବେ।"[୧୦] "ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।"[୧୧] "କିନ୍ତୁ ୟୁବତୀ ବିଧବାମାନଙ୍କୁ ସହେି ତାଲିକାଭୁକ୍ତ କର ନାହିଁ। ସମାନେେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହବୋ ପରେ ମଧ୍ଯ ନିଜର ପ୍ରବଳ କାମାଭିଳାଷ ୟୋଗୁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହାଇେ ପାରନ୍ତି। ତା'ପରେ ସମାନେେ ପୁଣିଥରେ ବିବାହ କରିବାକୁ ଇଚ୍ଛା କରନ୍ତି।"[୧୨] "ସେଥିପାଇଁ ସମାନଙ୍କେର ବିଚାର ହବେ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ୟୋଗୁ ସମାନେେ ବଚାରିତ ହବେେ।"[୧୩] "ସହେି ୟୁବତୀ ବିଧବାମାନେ ଘରକୁ ଘର ଅଯଥା ରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସମାନେେ ବଚସା କରିବା ଓ ଅନ୍ଯଲୋକଙ୍କ ଜୀବନ ବିଷୟ ରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି।"[୧୪] "ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।"[୧୫] "ଏଥିପୂର୍ବରୁ କେତେ ଜଣ ୟୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।"[୧୬] "ଯଦି ଜଣେ ବିଶ୍ବାସୀ ସ୍ତ୍ରୀ ଲୋକର ପରିବାର ରେ ବିଧବାମାନେ ଅଛନ୍ତି, ତା ହେଲେ ସମାନଙ୍କେର ସେ ନିଜେ ଯତ୍ନ ନବୋ ଦରକାର ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ ନୁହେଁ। ତା'ପରେ ମଣ୍ଡଳୀ କବଳେ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନବୋ ରେ ସକ୍ଷମ ହବେ।"

१ कुरिन्थियों ୧୧:୨-୧୬
[୨] "ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭମାନେେ ମାେତେ ସମସ୍ତ ବିଷୟ ରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦଇେଥିଲି ସେ ଗୁଡ଼ିକୁ ସ୍ମରଣ ରେ ରଖି ପାଳନ କରୁଛ।"[୩] "ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ : ପ୍ରେତ୍ୟକକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ବର।"[୪] "ଯେ କୌଣସି ପୁରୁଷଲୋକ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭବିଷ୍ଯଦ୍ ବାଣୀ କ ହେ, ସେ ନିଜ ମସ୍ତକର ଅପମାନ କରେ।"[୫] "ପ୍ରେତ୍ୟକକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ଯଦ୍ ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ଯଦ୍ ବାଣୀ କ ହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସହେି ସ୍ତ୍ରୀ ଲୋକର ମୁଣ୍ଡ ରେ ବାଳ ନ ଥିବା ସମାନ।"[୬] "ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ କରେ ନାହିଁ, ତା' ହେଲ ଏହା ସେ ମସ୍ତକର କେଶ କାଟିପକାଇବା ସଙ୍ଗେ ସମାନ। ମାତ୍ର କେଶ କାଟିବା ଓ ମସ୍ତକ ମୁଣ୍ଡନ କରିବା ସ୍ତ୍ରୀ ପକ୍ଷ ରେ ଲଜ୍ଜାଜନକ, ତେଣୁ ସେ ମସ୍ତକ ଆଚ୍ଛାଦନ କରିବା ଉଚିତ୍।"[୭] "କିନ୍ତୁ ଜଣେ ପୁରୁଷ ନିଜର ମସ୍ତକ ଆଚ୍ଛାଦନ କରିବା ଅନୁଚିତ୍, କାରଣ ସେ ପରମେଶ୍ବରଙ୍କ ପ୍ରତିମୂର୍ତ୍ତି ରେ ସୃଷ୍ଟି ତାହାଙ୍କର ଗୌରବ ଅଟେ। କିନ୍ତୁ ଜଣେ ସ୍ତ୍ରୀ ପୁରୁଷର ଗୌରବ ସ୍ବରୂପ ଅଟେ।"[୮] "ପୁରୁଷ ସ୍ତ୍ରୀ ଠାରୁ ଆସି ନାହିଁ। ସ୍ତ୍ରୀ ପୁରୁଷଠାରୁ ଆସିଛି।"[୯] "ପୁରୁଷ ସ୍ତ୍ରୀ ପାଇଁ ସୃଷ୍ଟି ହାଇେ ନ ଥିଲା ; ବରଂ ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହାଇେଥିଲା।"[୧୦] "ଜଣେ ସ୍ତ୍ରୀ ଅଧିନତାର ଚିହ୍ନ ସ୍ବରୂପେ ଆପଣା ମସ୍ତକ ଆଚ୍ଛାଦନ କରିବା ଉଚିତ୍। ସ୍ବର୍ଗଦୂତମାନଙ୍କ ଲାଗି ମଧ୍ଯ ସେ ଏହା କରିବା ଉଚିତ।"[୧୧] "କିନ୍ତୁ ପ୍ରଭୁଙ୍କ ଦୃଷ୍ଟି ରେ, ପୁରୁଷ ଠାରୁ ସ୍ତ୍ରୀ ସ୍ବତନ୍ତ୍ର ନୁହେଁ, ଓ ସ୍ତ୍ରୀ ଠାରୁ ପୁରୁଷ ସ୍ବତନ୍ତ୍ର ନୁହେଁ।"[୧୨] "କାରଣ, ଯେପରି ପୁରୁଷ ଠାରୁ ସ୍ତ୍ରୀ ଆସିଛି, ସହେିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତ ରେ ପ୍ରେତ୍ୟକକ ବିଷୟ ପରମେଶ୍ବରଙ୍କ ଠାରୁ ଆସିଛି।"[୧୩] "ଜଣେ ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପରମେଶ୍ବରଙ୍କୁ ପ୍ରାର୍ଥନା କରିବା କ'ଣ ଉଚିତ୍ କି ? ଏହା ତୁମ୍ଭମାନେେ ନିଜେ ନିର୍ଣ୍ଣୟ କର।"[୧୪] "ପ୍ରକୃତି କ'ଣ ତୁମ୍ଭକୁ ଶିକ୍ଷା ଦଇେ ନାହିଁ ଯେ, କୌଣସି ପୁରୁଷ ବଡ଼ ବଡ଼ ବାଳ ରଖିବ ଲଜ୍ଜାଜନକ କଥା ?"[୧୫] "କିନ୍ତୁ ଯଦି ଜଣେ ସ୍ତ୍ରୀର ଲମ୍ବା ବାଳ ଅଛି, ଏହା ତା'ପାଇଁ ଗୌରବର ବିଷୟ। ମସ୍ତକ ଆଚ୍ଛାଦନ କରିବା ପାଇଁ ସ୍ତ୍ରୀକୁ ଦୀର୍ଘ କେଶ ପ୍ରଦାନ କରାଯାଇଛି।"[୧୬] "ଯଦି କିଏ ଏହି ବିଷୟ ରେ ୟୁକ୍ତି ତର୍କ କରିବା ପାଇଁ ଇଚ୍ଛା କରେ, ତବେେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ୟ୍ଯକଳାପଠାରୁ ଆମ୍ଭେ ବା ପରମେଶ୍ବରଙ୍କ ମଣ୍ଡଳୀ ସ୍ବୀକୃତ ଦବେ ନାହିଁ।"

Odia Bible 1840
Public Domain: Odia 1840