बाइबिल का चयन
|
|
पुराना वसीयतनामा
|
|
नए करार
|
|
|
|
Odia [पवित्र बाइबिल] Bible 1840
|
|
|
|
୧ |
"ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।" |
୨ |
"ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ," |
୩ |
"ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।" |
୪ |
"ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।" |
୫ |
"ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା।" |
୬ |
"ସଠାେରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସହେି ପରଦାଗୁଡିକ ନାଇଲନ୍ ରେ ତିଆରି ରଜ୍ଜୁ ଓ ବାଇଗଣ ରଂଗର ରେ ୗପ୍ୟମଯ କଡା ରେ ମାର୍ବଲ ସ୍ତମ୍ଭ ରେ ବନ୍ଧା ଥିଲା। ଏବଂ ଚଟାଣ ଉପରେ ମଧ୍ଯ ଯାହାକି ବିଭିନ୍ନ ପ୍ରକାର ରଂଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥର ରେ ନିର୍ମିତ ହାଇେଥିଲା। ସଠାେରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା।" |
୭ |
"ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ।" |
୮ |
"ଦ୍ରାକ୍ଷାରସ ନିଯମ ଅନୁସାରେ ଥିଲା। କାହାରିକୁ ମଧ୍ଯ କରାଗଲା ନାହିଁ।" |
୯ |
"ବଷ୍ଟୀ ରାଣୀ ଅକ୍ଷଶ୍ବରେଶର ରାଜଗୃହ ରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।" |
୧୦ |
"ସପ୍ତମ ଦିନ ରେ ଯେତବେେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ଯଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତଜଣ ନଫୁସକ ଯେଉଁମାନେ ରାଜା ଅକ୍ଷଶ୍ବରେଶଙ୍କ ସବୋ କଲେ।" |
୧୧ |
"ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା।" |
୧୨ |
"ମାତ୍ର ବାଷ୍ଟୀରାଣୀ ନଫୁସକମାନଙ୍କ ଦ୍ବାରା ରାଜାର କଥିତ ଆଜ୍ଞା ରେ ଆସିବାକୁ ରାଜି ହେଲା ନାହିଁ। ଏମୁ ରାଜା ଅତିଶଯ କୋରଧ କଲେ ଓ ତାହାର ଅନ୍ତକରଣ ରେ କୋରଧାଗ୍ନି ପ୍ରଜ୍ବଳିତ ହେଲା।" |
୧୩ |
"ଏହାପରେ ରାଜା ଜ୍ଞାନୀଲୋକମାନଙ୍କୁ ପଚାରିଲେ, ଯେଉଁମାନେ ରାଜକୀଯ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା।" |
୧୪ |
"ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶାଶ, ମରେସ୍, ର୍ମସନୋ ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ଯ ଓ ମାଦିଯା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ଯକୁ ଶାସନ କରୁଥିଲେ।" |
୧୫ |
"ରାଜା ସମାନଙ୍କେୁ ପଚାରିଲେ, ରାଣୀଙ୍କୁ ଆଇନ୍ ଅନୁୟାଯୀ କଣ କରାୟିବା ଉଚିତ୍, ଯେ ହତେୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନଫୁସକମାନଙ୍କ ଦ୍ବାରା ଦିଆୟାଇଥିଲା?" |
୧୬ |
"ଏଥି ରେ ରାଜାଙ୍କର ଓ ଅଧିପତି ଗଣର ସାକ୍ଷାତ ରେ ମମୁଖନ ଉତ୍ତର ଦଇେ କହିଲେ, ବଷ୍ଟୀରାଣୀ କବଳେ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ବରେଶ ରାଜାର ଅଧିନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୂଲ କର୍ମ କରୁଛନ୍ତି।" |
୧୭ |
"କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ ଲୋକଙ୍କ ମଧିଅରେ ବ୍ଯାପିୟିବ। 'ଏହା କହି ସ୍ତ୍ରୀମାନେ ସମାନଙ୍କେର ସ୍ବାମୀମାନଙ୍କୁ ଅବମାନନା କରିବେ।' ଆଉ ଅକ୍ଷଶ୍ବରେଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।" |
୧୮ |
"ପାରସ୍ଯ ଓ ମାଦିଯାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସମାନେେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶଯ ନିନ୍ଦା ଓ କୋରଧ ଉତ୍ପନ୍ନ ହବେ।" |
୧୯ |
"ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।" |
୨୦ |
"ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ ରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ବାମୀ ସାମାଜିକ କ୍ଷେତ୍ର ରେ କ୍ଷୁତ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିବେ।" |
୨୧ |
"ଏହି କଥା ରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହବୋରୁ ରାଜା ମମୁଖନର ପରାମର୍ଶାନୁସା ରେ କର୍ମକଲା।" |
୨୨ |
"ତେଣୁ ସେ ପ୍ରେତ୍ୟକକ ପ୍ରଦେଶ ରେ ଅକ୍ଷାରାନୁସା ରେ ଓ ପ୍ରେତ୍ୟକକ ଗୋ୍ଟୀର ଭାଷାନୁସା ରେ ରାଜାର ଅଧିନ ପ୍ରେତ୍ୟକକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, ପ୍ରେତ୍ୟକକ ପୁରୁଷ ନିଜନିଜ ଗୃହ ରେ କତ୍ତୁର୍ତ୍ବ କରୁ ଓ ସ୍ବ ଗୋଷ୍ଠୀଯ ଭାଷାନୁସା ରେ ତାହାର ପଗ୍ଭର କରୁ।" |
Odia Bible 1840 |
Public Domain: Odia 1840 |